ଗଞ୍ଜାମରେ ଯୁବତୀଙ୍କୁ ଗଣବଳାତ୍କାର, ୪ ଅଟକ

ଗଞ୍ଜାମ: ଗଞ୍ଜାମ ଥାନା ମଲାଡ଼ ଅଞ୍ଚଳରେ ଜଣେ ଯୁବତୀ ଗଣବଳାତ୍କାରରେ ଶିକାର ହୋଇଛନ୍ତି। ଏ ନେଇ ଅଭଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି। ଗତ ୩୧ ତାରିଖ ରାତିରେ ପୀଡିତାଙ୍କ ମା’ ଓ ଭାଇ ପଡ଼ୋଶୀ ଗାଁକୁ ଯାଇଥିଲେ। ଏହି ସମୟରେ ପୀଡିତା ଜଣକ […]

ganjam-rape

ganjam-rape

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 06:15 PM IST

Sports

Latest News

ଗଞ୍ଜାମ: ଗଞ୍ଜାମ ଥାନା ମଲାଡ଼ ଅଞ୍ଚଳରେ ଜଣେ ଯୁବତୀ ଗଣବଳାତ୍କାରରେ ଶିକାର ହୋଇଛନ୍ତି। ଏ ନେଇ ଅଭଯୋଗ ହେବା ପରେ ପୋଲିସ୍‌ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ଗତ ୩୧ ତାରିଖ ରାତିରେ ପୀଡିତାଙ୍କ ମା’ ଓ ଭାଇ ପଡ଼ୋଶୀ ଗାଁକୁ ଯାଇଥିଲେ। ଏହି ସମୟରେ ପୀଡିତା ଜଣକ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଦୁଇ ଜଣ ଯୁବକ ତାଙ୍କ ଘରେ ପଶିଥିଲେ। ପୀଡିତା ଜଣକ ସେମାନଙ୍କୁ ଗାଳିଗୁଲଜ କରିବାରୁ ସେମାନେ ପଳାଇ ଯାଇଥିଲେ। କିଛି ସମୟ ପରେ ଯୁବକ ଦ୍ୱୟ ଅନ୍ୟ ୪ ଜଣଙ୍କ ସହ ଆସି ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ଏପରିକି ସେମାନେ ତା’ପରଦିନ ଅର୍ଥାତ ଜାନୁଆରୀ ୧ ତାରିଖରେ ମଧ୍ୟ ବଳାତ୍କାର କରିଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି।

ପୀଡ଼ିଡାଙ୍କ ମା’ଙ୍କ ଅଭିଯୋଗ କ୍ରମେ ପୋଲିସ୍‌ ଏକ ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ପୀଡାତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଡାକ୍ତରୀ ମାଇନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story