ବିଭିନ୍ନ ଗ୍ୟାସ୍ ଏଜେନ୍ସିରେ ଭିଜିଲାନ୍ସ ବିଭାଗର ଚଢ଼ାଉ

ଭୁବନେଶ୍ୱର: ଗ୍ୟାସ୍‌ ଚୋରା କାରବାର ଓ ଷ୍ଟକ୍‌ ଯାଞ୍ଚ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ୍‌ ଏଜେନ୍ସିରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର, ପୁରୀ, ଯାଜପୁର, ଅନୁଗୋଳ, ଗଞ୍ଜାମ ଓ ଖୋର୍ଦ୍ଧାରେ ଏହି ଚଢ଼ାଉ ହୋଇଥିଲା। ଗତ ଶିନିବାର ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା

vigilace

vigilace

Rakesh Mallick
  • Published: Monday, 16 January 2017
  • Updated: 16 January 2017, 04:59 PM IST

Sports

Latest News

ଭୁବନେଶ୍ୱର: ଗ୍ୟାସ୍‌ ଚୋରା କାରବାର ଓ ଷ୍ଟକ୍‌ ଯାଞ୍ଚ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ୍‌ ଏଜେନ୍ସିରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭୁବନେଶ୍ୱର, ପୁରୀ, ଯାଜପୁର, ଅନୁଗୋଳ, ଗଞ୍ଜାମ ଓ ଖୋର୍ଦ୍ଧାରେ ଏହି ଚଢ଼ାଉ ହୋଇଥିଲା। ଗତ ଶିନିବାର ବିଭିନ୍ନ ପେଟ୍ରୋଲ ପମ୍ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos