ଗ୍ରୀନ୍‌ରେ ସଂସ୍ଥାର ନିର୍ଦ୍ଦେଶକଙ୍କୁ ରିମାଣ୍ଡରେ ଆଣୁଛି ସିବିଆଇ

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ମୀର ସାହିରୁଦ୍ଦିନ୍‌ଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ ସିବିଆଇର ଏକ ଟିମ୍‌ କୋଲକାତା ଗସ୍ତ କରିଛି। ଆଜି ରାତିରେ ତାଙ୍କୁ ଓଡ଼ିଶା ଆଣିବ। ପୂର୍ବରୁ ଏହି ସଂସ୍ଥାର ଆୟୁବ ସାହା ଗିରଫ ହୋଇଛନ୍ତି। ଗ୍ରୀନ୍‌ରେ ଚିଟ୍‌ଫଣ୍ଡ ସଂସ୍ଥା ଦେଶରୁ ୨୦୦୦ କୋଟି ଓ ଓଡ଼ିଶାରୁ ୫୦୦ କୋଟି ଟଙ୍କା ଠକି ନେଇଛି। ସିବିଆଇ ମୀରଙ୍କୁ ରିମାଣ୍ଡରେ ଆଣି ଏହି ଠକେଇର ଗୁମର ଖୋଲିବ। ଏହାଛଡ଼ା ନାଇଜେରିଆରେ ଥିବା ମାଇନ୍ସ, […]

mir

mir

Rakesh Mallick
  • Published: Saturday, 04 February 2017
  • Updated: 05 February 2017, 08:35 AM IST

Sports

Latest News

ଭୁବନେଶ୍ୱର: ଗ୍ରୀନ୍‌ରେ ଇଣ୍ଟରନ୍ୟାସନାଲ ଚିଟ୍‌ଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ମୀର ସାହିରୁଦ୍ଦିନ୍‌ଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ ସିବିଆଇର ଏକ ଟିମ୍‌ କୋଲକାତା ଗସ୍ତ କରିଛି। ଆଜି ରାତିରେ ତାଙ୍କୁ ଓଡ଼ିଶା ଆଣିବ। ପୂର୍ବରୁ ଏହି ସଂସ୍ଥାର ଆୟୁବ ସାହା ଗିରଫ ହୋଇଛନ୍ତି।

ଗ୍ରୀନ୍‌ରେ ଚିଟ୍‌ଫଣ୍ଡ ସଂସ୍ଥା ଦେଶରୁ ୨୦୦୦ କୋଟି ଓ ଓଡ଼ିଶାରୁ ୫୦୦ କୋଟି ଟଙ୍କା ଠକି ନେଇଛି। ସିବିଆଇ ମୀରଙ୍କୁ ରିମାଣ୍ଡରେ ଆଣି ଏହି ଠକେଇର ଗୁମର ଖୋଲିବ। ଏହାଛଡ଼ା ନାଇଜେରିଆରେ ଥିବା ମାଇନ୍ସ, ଗୋଲ୍ଡ ବେପାର ଲିଙ୍କ ଓ ଅନ୍ତର୍ଜାତିକ କ୍ରିକେଟ୍‌ ଖେଳାଳିଙ୍କ ସହ ତାଙ୍କର କେଉଁ ପ୍ରକାର ସମ୍ପର୍କ ରହିଛି ତାହା ମଧ୍ୟ ସିବିଆଇ ତଦନ୍ତ କରିବ।

ମୀର ଦୁବାଇ, ବାଂଲାଦେଶ, ନାଇଜେରିଆ ଓ ଆଫ୍ରିକା ଭଳି ଦେଶକୁ ଦେଶ ବାରମ୍ୱାର ସ୍ଥାନ ବଦଳାଉ ଥିଲେ। ତେଣୁ ତାଙ୍କର ଅଣ୍ଡର ୱାର୍ଲ୍ଡ  ସହ ସମ୍ପର୍କ ଅଛି କି ନାହିଁ ତାହାର ମଧ୍ୟ ଖୋଳତାଡ଼ କରିବ ସିବିଆଇ।

ଓଡ଼ିଶାରେ ଗ୍ରୀନ୍‌ରେ ବିରୋଧରେ ୧୨ଟି ମାମଲା ରହିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସଂସ୍ଥାର ୨୦ ଏକରରୁ ଅଧକ ଜମି ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା। ଏହାଛଡ଼ା ଅର୍ଥ ବିଭାଗ ସଂସ୍ଥାର ସମ୍ପତି ବାଜ୍ୟାପ୍ତି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story