ଗୁଣପୁର: ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ଅବକାରୀ ବିଭାଗ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ୪୩ କେଜି ୪୦୦ ଗ୍ରାମ ଗଞ୍ଜେଇ ଓ ଗୋଟିଏ କାର୍‌ ଜବତ କରିଛି। ଗିରଫ ଯୁବକମାନେ ହେଲେ ଗଜପତି ଜିଲ୍ଲା ଖାଣ୍ଡୁବା ଅଞ୍ଚଳର ନରେନ୍ଦ୍ର, କିଶୋର ଓ ଅଭିରାମ। ଏମାନେ କାରରେ ଗଞ୍ଜେଇ ନେଇ ଯାଉଥିବା ଅବକାରୀ ବିଭାଗ ଜାଣିପାରି ଚାଲକମ୍ମା ନିକଟରୁ ସେମାନଙ୍କୁ ଗିରଫ କରିଥିଲା।

gunupur

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 05:16 PM IST

Related story