ଆଇଏମ୍‌ଏମ୍‌ଟିର ରିସର୍ଚ୍ଚ ସ୍କଲାର ଆତ୍ମହତ୍ୟା ଘଟଣା: ତଦନ୍ତ ଆରମ୍ଭ କଲା ପୋଲିସ

ଭୁବନେଶ୍ୱର: ଭିଡିଓ କଲିଂ ବେଳେ ଆଇଏମ୍‌ଏମ୍‌ଟିର ରିସର୍ଚ୍ଚ ସ୍କଲାର ଶୁଭଲକ୍ଷ୍ମୀ ଆଚାର୍ଯ୍ୟଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ। ତାଙ୍କ ମୋବାଇଲ ଫୋନ୍ ଅଧାରରେ ବିଭିନ୍ନ ଲୋକଙ୍କୁ ପୋଲିସ ଜେରା କରିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ନାଗପୁରର ଚିରନ୍ତନ ସାମନ୍ତରାୟଙ୍କ ସହ ଶୁଭଲକ୍ଷ୍ମୀ ଭିଡିଓ କଲିଂ ମାଧ୍ୟମରେ କଥା ହେଉଥିଲେ। ଦରକାର ପଡିଲେ ତାଙ୍କୁ ପଚରାଉଚରା ପାଇଁ ପୋଲିସ ଭୁବନେଶ୍ୱର ଡାକି ପାରେ। ସେ ଆଇଆଇଟି […]

immt scholar-subhalaxmi achrjya

immt scholar-subhalaxmi achrjya

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 03:30 PM IST

Sports

Latest News

ଭୁବନେଶ୍ୱର: ଭିଡିଓ କଲିଂ ବେଳେ ଆଇଏମ୍‌ଏମ୍‌ଟିର ରିସର୍ଚ୍ଚ ସ୍କଲାର ଶୁଭଲକ୍ଷ୍ମୀ ଆଚାର୍ଯ୍ୟଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୋଲିସ। ତାଙ୍କ ମୋବାଇଲ ଫୋନ୍ ଅଧାରରେ ବିଭିନ୍ନ ଲୋକଙ୍କୁ ପୋଲିସ ଜେରା କରିବ ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ନାଗପୁରର ଚିରନ୍ତନ ସାମନ୍ତରାୟଙ୍କ ସହ ଶୁଭଲକ୍ଷ୍ମୀ ଭିଡିଓ କଲିଂ ମାଧ୍ୟମରେ କଥା ହେଉଥିଲେ। ଦରକାର ପଡିଲେ ତାଙ୍କୁ ପଚରାଉଚରା ପାଇଁ ପୋଲିସ ଭୁବନେଶ୍ୱର ଡାକି ପାରେ। ସେ ଆଇଆଇଟି ନାଗପୁରର ଛାତ୍ର। ଶୁଭଲକ୍ଷ୍ମୀଙ୍କ ଅଧୀନରେ ସେ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ଭିଡ଼ିଓ କଲିଂରେ ଥିବା ଯୁବକ ଚିରନ୍ତନ ଏ ନେଇ ମଞ୍ଚେଶ୍ୱର ଥାନାକୁ ଜଣା‍ଇବା ପରେ ଘଟଣାଟି ସମ୍ମୁଖକୁ ଆସିଥିଲା। ତେବେ ଚିରନ୍ତନଙ୍କ ସହ ଭିଡ଼ିଓ କଲିଂ ପୂର୍ବରୁ ଶଭଲକ୍ଷ୍ମୀ ଅନ୍ୟ କାହା ସହ ଫୋନ୍‌ରେ ପାଟିତୁଣ୍ଡ କରୁଥିବା ପୋଲିସ ଜାଣିବାକୁ ପାଇଛି। ତେବେ ସେ କାହା ସହ ସହିତ କଥା ହେଉଥିଲେ ସେ ନେଇ ମଧ୍ୟ ପୋଲିସ ଖୋଳତାଡ଼ କରୁଛି। ଗତ ୩ ବର୍ଷରୁ ଅଧିକ ସମୟ ହେବ ଶୁଭଲକ୍ଷ୍ମୀ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story