ଯାଜପୁର ରୋଡ୍ ରେଲୱେ କଲୋନୀରେ ଗୁଳିକାଣ୍ଡ: ଜଣେ କିନ୍ନର ଗୁରୁତର

ଯାଜପୁର: ଯାଜପୁର ରୋଡ୍ ରେଲୱେ କଲୋନୀ ନିକଟରେ ଜଣେ କିନ୍ନରଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ କାଜଲ୍ କିନ୍ନର୍। ଯାଜପୁର କିନ୍ନର ସଂଘର ସେ ପୂର୍ବତନ ସଭାପତି ଥିଲେ। ପୂର୍ବ ଶତୃତାରୁ ତାଙ୍କୁ ଗୁଳି କରିଯାଇଥିବା ଆଶଙ୍କା କରାଯାଉଛି। ସୋମବାର ରାତି ପ୍ରାୟ ୮ଟା ୪୫ ମିନିଟରେ ଏହି ଘଟଣା ଘଟିଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର […]

kinar-1

kinar-1

Rakesh Mallick
  • Published: Tuesday, 13 October 2015
  • Updated: 13 October 2015, 02:28 AM IST

Sports

Latest News

ଯାଜପୁର: ଯାଜପୁର ରୋଡ୍ ରେଲୱେ କଲୋନୀ ନିକଟରେ ଜଣେ କିନ୍ନରଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ କାଜଲ୍ କିନ୍ନର୍। ଯାଜପୁର କିନ୍ନର ସଂଘର ସେ ପୂର୍ବତନ ସଭାପତି ଥିଲେ। ପୂର୍ବ ଶତୃତାରୁ ତାଙ୍କୁ ଗୁଳି କରିଯାଇଥିବା ଆଶଙ୍କା କରାଯାଉଛି। ସୋମବାର ରାତି ପ୍ରାୟ ୮ଟା ୪୫ ମିନିଟରେ ଏହି ଘଟଣା ଘଟିଛି। ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯାଜପୁର ହସପିଟାଲ୍ ଓ ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story