ଯାଜପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱାଇଁଖଣ୍ଡ ଭିଏଲଡବ୍ଲ୍ୟୁ

ଯାଜପୁର: ଇନ୍ଦିରାଆବାସ ଗୃହ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରୀ ବ୍ଲକ ସ୍ୱାଇଁଖଣ୍ଡ ପଞ୍ଚାୟତର ଭିଏଲଡବ୍ଲ୍ୟୁ ନାରାୟଣ ଚନ୍ଦ୍ର ବେହେରା ଯାଜପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କୁଶବଟ ଗାଁର ଜଣେ ମହିଳା ହିତାଧିକାରୀଙ୍କ ଇନ୍ଦିରାଆବାସ ଗୃହ ବିଲ୍ କରାଇ ଦେବାକୁ କହି ଭିଏଲଡବ୍ଲ୍ୟୁ ଶ୍ରୀ ବେହେରା ତାଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ହିତାଧିକାରୀଙ୍କ ପୁଅ ସତ୍ୟପ୍ରକାଶ ଦାସ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ବରୁହାଁ […]

vijilance

vijilance

Rakesh Mallick
  • Published: Monday, 08 February 2016
  • Updated: 08 February 2016, 09:27 AM IST

Sports

Latest News

ଯାଜପୁର: ଇନ୍ଦିରାଆବାସ ଗୃହ ପାଇଁ ଜଣେ ହିତାଧିକାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରୀ ବ୍ଲକ ସ୍ୱାଇଁଖଣ୍ଡ ପଞ୍ଚାୟତର ଭିଏଲଡବ୍ଲ୍ୟୁ ନାରାୟଣ ଚନ୍ଦ୍ର ବେହେରା ଯାଜପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। କୁଶବଟ ଗାଁର ଜଣେ ମହିଳା ହିତାଧିକାରୀଙ୍କ ଇନ୍ଦିରାଆବାସ ଗୃହ ବିଲ୍ କରାଇ ଦେବାକୁ କହି ଭିଏଲଡବ୍ଲ୍ୟୁ ଶ୍ରୀ ବେହେରା ତାଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ହିତାଧିକାରୀଙ୍କ ପୁଅ ସତ୍ୟପ୍ରକାଶ ଦାସ ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ବରୁହାଁ ଛକ ନିକଟରେ ସତ୍ୟପ୍ରକାଶ ସମ୍ପୃକ୍ତ ଭିଏଲଡବ୍ଲ୍ୟୁଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story