ଯାଜପୁର: ୬ ହାଇୱେ ଲୁଟେରା ଗିରଫ

ଯାଜପୁର: ଯାଜପୁର ଟାଉନ୍‌ ଥାନା ପୋଲିସ୍‌ ଆଜି ୬ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୬ଟି ମୋବାଇଲ, ଏଟିଏମ୍‌ କାର୍ଡ଼, ୪ଟି ବାଇକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଗିରଫ ଲୁଟେରାମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନାଁରେ ଜିଲ୍ଲା ତଥା ଜିଲ୍ଲା ବାହାର ଥାନାରେ ବିଭିନ୍ନ ଅପରାଧୀକ ମାମଲା ରହିଛି। ଗିରଫ ହୋଇଥିବା ଲୁଟେରାମାନେ ସାଧାଣତଃ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଭୟଭୀତ କରି ଲୁଟୁଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ […]

hiway lootera

hiway lootera

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 05:57 PM IST

Sports

Latest News

ଯାଜପୁର: ଯାଜପୁର ଟାଉନ୍‌ ଥାନା ପୋଲିସ୍‌ ଆଜି ୬ ହାଇୱେ ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୬ଟି ମୋବାଇଲ, ଏଟିଏମ୍‌ କାର୍ଡ଼, ୪ଟି ବାଇକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଗିରଫ ଲୁଟେରାମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ନାଁରେ ଜିଲ୍ଲା ତଥା ଜିଲ୍ଲା ବାହାର ଥାନାରେ ବିଭିନ୍ନ ଅପରାଧୀକ ମାମଲା ରହିଛି।

ଗିରଫ ହୋଇଥିବା ଲୁଟେରାମାନେ ସାଧାଣତଃ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଭୟଭୀତ କରି ଲୁଟୁଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ୍‌ ଘଟଣାର ତଦନ୍ତ କରୁଥିବା ବେଳେ ପୋଲିସ୍‌କୁ ଏହି ସଫଳତା ମିଳିଛି। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story