ଝାରସୁଗୁଡ଼ା: ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼

ଝାରସୁଗୁଡ଼ା: ଝାରସୁଗୁଡା ଝଣ୍ଡାଛକ ଠାରେ ରହୁଥିବା ବିଜୟ ଜଲାନ ଆଜି ସକାଳେ ମନ୍ଦିରରୁ ପୂଜା କରି ଫେରୁଥିବା ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା ଯୁବକ ଜଣଙ୍କ ଉତକ୍ଷିପ୍ତ ହୋଇ ବିଜୟଙ୍କୁ ଛୁରାମାଡ କରିଥିଲା। ଆହତ ଅବସ୍ଥାରେ ତାଙ୍କୁ ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।

jharsuguda

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 03:23 PM IST

Related story