କେନ୍ଦ୍ରାପଡ଼ା: କୁକୁଡ଼ା ଫାର୍ମ ଉପରକୁ ବୋମା ମାଡ଼, ଜଣେ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲକ ଛକରେ ଏକ କୁକୁଡା ଫାର୍ମ ଉପରକୁ ବୋମା ମାଡ଼ ହୋଇଛି। ‍ଫଳରେ କୁକୁଡା ଫାର୍ମ କର୍ମଚାରୀ ବହ୍ଲଭ ଯେନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

kendrapara-ra-hurling

Rakesh Mallick
  • Published: Saturday, 12 November 2016
  • , Updated: 12 November 2016, 10:18 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲକ ଛକରେ ଏକ କୁକୁଡା ଫାର୍ମ ଉପରକୁ ବୋମା ମାଡ଼ ହୋଇଛି। ‍ଫଳରେ କୁକୁଡା ଫାର୍ମ କର୍ମଚାରୀ ବହ୍ଲଭ ଯେନା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମାର୍ଶାଘାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Related story