ଖୋର୍ଦ୍ଧା: ପଞ୍ଚୁକୋଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ମହିଳା ମୃତ, ସ୍ୱାମୀ ଓ ପୁଅ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଳଗଡ଼ ପଞ୍ଚୁକୋଟ ଟାଙ୍ଗିସାହିରେ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାମ ରୁପେଇ ବେହେରା। ତାଙ୍କ ସ୍ୱାମୀଙ୍କ ନାମ ପ୍ରହ୍ଲାଦ ବେହେରା। ୫ ଜଣ ଦୁର୍ବୃତ୍ତ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ଡକାୟତି ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ତଦନ୍ତ ପରେ ପ୍ରକୃତ […]

k

k

Rakesh Mallick
  • Published: Monday, 11 January 2016
  • Updated: 11 January 2016, 06:41 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବୋଳଗଡ଼ ପଞ୍ଚୁକୋଟ ଟାଙ୍ଗିସାହିରେ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି।

ମୃତ ମହିଳାଙ୍କ ନାମ ରୁପେଇ ବେହେରା। ତାଙ୍କ ସ୍ୱାମୀଙ୍କ ନାମ ପ୍ରହ୍ଲାଦ ବେହେରା। ୫ ଜଣ ଦୁର୍ବୃତ୍ତ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି।

ଡକାୟତି ପାଇଁ ଏହି ଆକ୍ରମଣ କରାଯାଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ। ପୂର୍ବ ଶତୃତା ପାଇଁ ବି ଏହି ଆକ୍ରମଣ ହୋଇଥାଇପାରେ ବୋଲି ପୋଲିସ୍ ଆଶଙ୍କା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story