ଖୋର୍ଦ୍ଧାରୁ ମହିଳା ଓ ଭୁବନେଶ୍ୱରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପଲା ହାଇସ୍କୁଲ ନିକଟରୁ ଜଣେ ମହିଳା ଓ ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଉଭୟଙ୍କ ପରିଚୟ ମିଳିପାରି ନାହିଁ। ସୂଚନାଯୋଗ୍ୟ, ଜୟଦେବ ବିହାର-ବିଜୁ ପଟ୍ଟନାୟକ ପାର୍କ ରସ୍ତାର ଆଇଆରସି ଭିଲେଜ ନିକଟରେ ଏକ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ […]

bbsr-murder

bbsr-murder

Rakesh Mallick
  • Published: Monday, 08 February 2016
  • Updated: 08 February 2016, 09:25 AM IST

Sports

Latest News

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ପଲା ହାଇସ୍କୁଲ ନିକଟରୁ ଜଣେ ମହିଳା ଓ ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଯୁବକଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ଉଭୟଙ୍କ ପରିଚୟ ମିଳିପାରି ନାହିଁ।khordha

ସୂଚନାଯୋଗ୍ୟ, ଜୟଦେବ ବିହାର-ବିଜୁ ପଟ୍ଟନାୟକ ପାର୍କ ରସ୍ତାର ଆଇଆରସି ଭିଲେଜ ନିକଟରେ ଏକ ଶବ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଉକ୍ତ ସ୍ଥାନରେ ରାସ୍ତା କାମ ହେଉଥିଲା। ଏପରି ସ୍ଥିତିରେ କେହି ବାହାରୁ ଯୁବକ ଜଣଙ୍କୁ ଆଣି ଉକ୍ତ ସ୍ଥାନରେ ମାଡ ମାରି ପକାଇ ଦେଇଯାଇଥିବା ଅନୁମାନ କରାଯାଉଛି। ମାଡ଼ ଯୋଗୁଁ ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ସେହିପରି ଖୋର୍ଦ୍ଧା ଜିଲ୍ଲା ପଲା ହାଇସ୍କୁଲ ନିକଟରୁ ସୋମାବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ସାଇଣ୍ଟିଫିକ୍‌ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ବେକରେ ଓଢ଼ଣୀ ଗୁଡ଼ା ହୋଇଥିବା ବେଳେ ଏକ ଗଛ ମୂଳରେ ଶବ ପଡିଥିବା ଦେଖିବାକୁ ମିଳିଛି। କେହି ବାହାରେ ମହିଳା ଜଣଙ୍କୁ ହତ୍ୟା କରିବା ପରେ ଏଠାକୁ ଆଣି ବେକରେ ଓଢଣୀ ବାନ୍ଧି ଗଛରେ ଝୁଲାଇ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିବା ପୋଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story