ଖୋର୍ଦ୍ଧା: ଜଙ୍କିଆ ଜାତୀୟ ରାଜପଥ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧା ଜଙ୍କିଆ ଜାତୀୟ ରାଜପଥ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍। ଏଥିରେ ବ୍ୟବହୃତ ଗାଡ଼ିକୁ ଟାଙ୍ଗି ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ସ୍ଥାନୀୟ ଲୋକେ ଠାବ କରି ପୋଲିସକୁ ଜଣାଇଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି ଓ ଖୁବ୍ ଶୀଘ୍ର ଏହାର ପର୍ଦ୍ଦାଫାସ୍ ହେବ ବୋଲି କହିଛି। ସେପଟେ ଲୁଟ୍ ଘଟଣା ପରେ ଆଜି ସକାଳେ ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲଗେଟରେ ସିସି କ୍ୟାମେରା ଲଗାଯାଇଛି। ଗତକାଲି ଖୋର୍ଦ୍ଧା ଗୋଡିପଡା ଟୋଲଗେଟ୍ କର୍ମଚାରୀଙ୍କ ଗାଡି […]

police

police

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 02:48 PM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜଙ୍କିଆ ଜାତୀୟ ରାଜପଥ ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍। ଏଥିରେ ବ୍ୟବହୃତ ଗାଡ଼ିକୁ ଟାଙ୍ଗି ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ସ୍ଥାନୀୟ ଲୋକେ ଠାବ କରି ପୋଲିସକୁ ଜଣାଇଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି ଓ ଖୁବ୍ ଶୀଘ୍ର ଏହାର ପର୍ଦ୍ଦାଫାସ୍ ହେବ ବୋଲି କହିଛି। ସେପଟେ ଲୁଟ୍ ଘଟଣା ପରେ ଆଜି ସକାଳେ ଖୋର୍ଦ୍ଧା ଗୋଡ଼ିପଡ଼ା ଟୋଲଗେଟରେ ସିସି କ୍ୟାମେରା ଲଗାଯାଇଛି। ଗତକାଲି ଖୋର୍ଦ୍ଧା ଗୋଡିପଡା ଟୋଲଗେଟ୍ କର୍ମଚାରୀଙ୍କ ଗାଡି ଉପରେ ଆକ୍ରମଣ କରି ୨୮ ଲକ୍ଷ ୮୫ ହଜାର ଟଙ୍କ। ଲୁଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story