କିଡନୀ ଚୋରି ଘଟଣା: କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟଳୟରେ ଅନୀଲ ଓ ରାଘବରାମ

ବରଗଡ: ବରଗଡରେ ପଡୋଶୀଙ୍କୁ ଠକି କିଡନୀ କାଢି ନେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ଶନିବାର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ବରଗଡ ପୋଲିସ ସହାୟତାରେ ଘଟଣାର ବିଭିନ୍ନ ଦିଗ ଉପରେ ଛାନଭିନ୍ କରିଛି। ଏହାସହ ଅନୀଲ ଓ ରାଘବରାମଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ନିଆଯାଇଛି। ଅଧିକାରୀମାନେ କିଡନୀ ଦେଇଥିବା ବ୍ୟକ୍ତି ତଥା ଆଭିଯୋଗକାରୀ ଅନିଲ ସ୍ୱାମୀ, କିଡନୀ ପ୍ରତ୍ୟାରୋପଣ କରିଥିବା ରାଘବ ରାମ ଦୋରା ଏବଂ ତାଙ୍କ ଦୁଇ ଭାଇଙ୍କ […]

lu-300x240

lu-300x240

Rakesh Mallick
  • Published: Saturday, 09 January 2016
  • Updated: 09 January 2016, 06:08 PM IST

Sports

Latest News

lu-300x240ବରଗଡ: ବରଗଡରେ ପଡୋଶୀଙ୍କୁ ଠକି କିଡନୀ କାଢି ନେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ଶନିବାର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ବରଗଡ ପୋଲିସ ସହାୟତାରେ ଘଟଣାର ବିଭିନ୍ନ ଦିଗ ଉପରେ ଛାନଭିନ୍ କରିଛି। ଏହାସହ ଅନୀଲ ଓ ରାଘବରାମଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟକୁ ନିଆଯାଇଛି।

ଅଧିକାରୀମାନେ କିଡନୀ ଦେଇଥିବା ବ୍ୟକ୍ତି ତଥା ଆଭିଯୋଗକାରୀ ଅନିଲ ସ୍ୱାମୀ, କିଡନୀ ପ୍ରତ୍ୟାରୋପଣ କରିଥିବା ରାଘବ ରାମ ଦୋରା ଏବଂ ତାଙ୍କ ଦୁଇ ଭାଇଙ୍କ ଘରକୁ ଯାଇ ମଧ୍ୟ ପଚରା ଉଚରା କରିଛନ୍ତି।

ଅନ୍ୟପଟେ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା ଦାଶରଥି ଦୋରାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ବରଗଡ ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲା। ତେବେ ଏହି ଆବେଦନର ଶୁଣାଣି ଆସନ୍ତା ସୋମାବାର ହେବ ବୋଲି ଜଣାପଡିଛି।

ଅଭିଯୋଗ ଅନୁଯାୟୀ, ଘଟଣାଟି ୨୦୧୩ ମସିହାର। ସେତେବେଳେ ଅନୀଲ ସ୍ୱାମୀ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ସେ ଏକଥା ତାଙ୍କର ପଡ଼ୋଶୀ ଦାଶରଥୀ ଦୋରାଙ୍କୁ ଜଣାଇଥିଲେ। ଏହା ପରେ ଦାଶରଥୀ ଓ ତାଙ୍କର ଅନ୍ୟ ଜଣେ ଭାଇ ରାମକୃଷ୍ଣ ତାଙ୍କୁ ନେଇ ବୁର୍ଲା ମେଡିକାଲ ଓ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ପରୀକ୍ଷା କରାଇଥିଲେ। ପରୀକ୍ଷା ପରେ ତାଙ୍କର ଏକ କିଡନୀ ସମସ୍ୟା ହୋଇଯାଇଛି ବୋଲି କହିଥିଲେ ଦାଶରଥୀ ଓ ରାମକୃଷ୍ଣ। ଛୋଟ ଅପରେସନ୍ ଦ୍ୱାରା ଏହା ଠିକ୍ ହୋଇଯିବ ବୋଲି କହିଥିଲେ ଏହି ଦୁଇ ଭାଇ। ସେମାନେ ସରକାରୀ ଚାକିରିଆ। ତେଣୁ  ସରକାରୀ ଖର୍ଚ୍ଚରେ ସେମାନେ ତାଙ୍କର ଚିକିତ୍ସା କରାଇ ଦେବେ ବୋଲି କହିଥିଲେ। ତେବେ ଏଥିପାଇଁ ତାଙ୍କୁ ସେମାନଙ୍କ ଭାଇ ହେବାକୁ ପଡ଼ିବ ବୋଲି କହିଥିଲେ। ଯୋଜନା ଅନୁସାରେ ଜୟରାମ ଦୋରା ନାଁରେ ତାଙ୍କର ଜାଲ୍ ପରିଚୟପତ୍ର, ବ୍ୟାଙ୍କ୍ ପାସବୁକ୍ ଓ ଅନ୍ୟ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଥିଲା। ଏହା ପରେ ୨୦୧୩ ଅକ୍ଟୋବର ୫ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଅପରେସନ୍ କରାଯାଇଥିଲା। ଅପରେସନ୍ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଶରୀରରୁ ଗୋଟିଏ କିଡନୀ କାଢ଼ି ନିଆଯାଇଛି।

ଅନୀଲ କହିଛନ୍ତି ଯେ ଦାଶରଥୀ ଓ ରାମକୃଷ୍ଣ ଏପରି କରିବା ପଛରେ ବିଶେଷ ଉଦ୍ଦେଶ୍ୟ ଥିଲା। ସେମାନଙ୍କର ଆଉ ଜଣେ ଭାଇ ରାଘବରାମ ଦୋରାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇ ଯାଇଥିଲା। ତେଣୁ ସେମାନେ ଯୋଜନା ବଦ୍ଧ ଭାବେ ତାଙ୍କୁ ଫସାଇ ତାଙ୍କର ଏକ କିଡନୀକୁ ନେଇ ରାଘବରାମଙ୍କଠାରେ ପ୍ରତ୍ୟାରୋପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story