କୋଣାର୍କ: ଏସ୍‌ବିଆଇ ଏଟିଏମ୍‌ ଭଙ୍ଗାରୁଜା

କୋଣାର୍କ: ଗୁରୁବାର ରାତିରେ ଭଦ୍ରକର ତିନୋଟି ଭିନ୍ନ ଭିନ୍ନ ବ୍ୟାଙ୍କର ଏଟିଏମ୍‌ରୁ ଦୁର୍ବୃତ୍ତମାନେ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ନିମାପଡ଼ା ଚାରି ଛକ ବଜାର ସ୍ଥିତ ଏସ୍‌ବିଆଇ ଏଟିଏମ୍‌ରେ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିବା ସହିତ ଟଙ୍କା ଲୁଟି ନେଇଥିବା ଆଶଙ୍କା କରାଯାଉଛି। ଦୁର୍ବୃତ୍ତମାନେ ସିସିଟିଭକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏସ୍‌ବିଆଇ କର୍ମଚାରୀଙ୍କ ଉପସ୍ଥିତିରେ ନିମାପଡ଼ା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

atm-1

atm-1

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 11:30 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story