ଧୋକା ଖାଇଲେ ଗଣିତ ଦିଦି !

  • Published: Thursday, 19 October 2023
  • , Updated: 19 October 2023, 07:27 PM IST

ଦୁଷ୍କର୍ମର ଶିକାର ହୋଇ ଧୋକା ଖାଇଲେ ଗଣିତ ଦିଦି। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଭଡ଼ା ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରୁ ଆସିଛି ଏପରି ଖବର। ସବୁଆଡୁ ନିରାଶ ହେବା ପରେ ପୀଡ଼ିତା ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବିଭୂତି ଭଡ଼ାରେ ରହୁଥିବା ସତ୍ୟ ବିହାର ଅଞ୍ଚଳରେ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ପୀଡ଼ିତା କହିଛନ୍ତି।

Related story