ଜାଗା ଦେବା ନାଁରେ ଠକେଇ

ଭୁବନେଶ୍ୱର: ଜାଗା ଦେବା ନାଁରେ ଥିଓସୋଫିକାଲ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ନିକୁଞ୍ଜ କିଶୋର ମହାନ୍ତି ୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଠକାମିରେ ଶିକାର ହୋଇଥିବା ରାଉରକେଲା ଓ ଭୁବନେଶ୍ୱର ଅଞ୍ଚଳର ଗ୍ରହକମାନେ ଆଜି କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି। ୨୦୦୯ରୁ ୨୦୧୨ ମଧ୍ୟରେ ଜାଗା ଦେବା ନାଁରେ ଅର୍ଥ ନେଇଥିଲା। ମାତ୍ର ଉକ୍ତ ସଂସ୍ଥା ଜାଗା ଦେଇନଥିଲା।

crimebranch

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 09:58 PM IST

ଭୁବନେଶ୍ୱର: ଜାଗା ଦେବା ନାଁରେ ଥିଓସୋଫିକାଲ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ନିକୁଞ୍ଜ କିଶୋର ମହାନ୍ତି ୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଠକାମିରେ ଶିକାର ହୋଇଥିବା ରାଉରକେଲା ଓ ଭୁବନେଶ୍ୱର ଅଞ୍ଚଳର ଗ୍ରହକମାନେ ଆଜି କ୍ରାଇବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି।

୨୦୦୯ରୁ ୨୦୧୨ ମଧ୍ୟରେ ଜାଗା ଦେବା ନାଁରେ ଅର୍ଥ ନେଇଥିଲା। ମାତ୍ର ଉକ୍ତ ସଂସ୍ଥା ଜାଗା ଦେଇନଥିଲା।

Related story