ମହିମାଙ୍କ ଭଣଜା ଓ ଓଏସ୍‌ଏଲ୍‌ ଡିଜିଏମ୍‌ଙ୍କୁ ନୋଟିସ୍‌

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌) ଡାଇରେକ୍ଟର ଚିନ୍ମୟ ମିଶ୍ର ଏବଂ ଡିଜିଏମ୍‌ ରବୀନ୍ଦ୍ର ଦଳେଇଙ୍କୁ ପାରାଦୀପ ପୋଲିସ୍‌ ଦ୍ୱିତୀୟ ଥର ପାଇଁ ନୋଟିସ୍‌ କରିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଉଭୟଙ୍କୁ ନୋଟିସ୍‌ କରାଯାଇଥିଲା। ସେହିପରି ଗିରଫ ମହିମାଙ୍କ ସହଯୋଗୀ ବସନ୍ତ ବଳଙ୍କ ପୁଅ ଚିନ୍ମୟ ବଳଙ୍କୁ ମଧ୍ୟ ପାରାଦୀପ […]

paradeep-1

paradeep-1

Rakesh Mallick
  • Published: Saturday, 21 January 2017
  • Updated: 21 January 2017, 11:59 AM IST

Sports

Latest News

ପାରାଦୀପ: ସିୱେଜ ସିପିଂ ଜିଏମ୍‌ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ତଥା ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ (ଓଏସ୍‌ଏଲ୍‌) ଡାଇରେକ୍ଟର ଚିନ୍ମୟ ମିଶ୍ର ଏବଂ ଡିଜିଏମ୍‌ ରବୀନ୍ଦ୍ର ଦଳେଇଙ୍କୁ ପାରାଦୀପ ପୋଲିସ୍‌ ଦ୍ୱିତୀୟ ଥର ପାଇଁ ନୋଟିସ୍‌ କରିଛି। ଆସନ୍ତା ୨୩ ତାରିଖ ସୁଦ୍ଧା ହାଜର ହେବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଉଭୟଙ୍କୁ ନୋଟିସ୍‌ କରାଯାଇଥିଲା।

ସେହିପରି ଗିରଫ ମହିମାଙ୍କ ସହଯୋଗୀ ବସନ୍ତ ବଳଙ୍କ ପୁଅ ଚିନ୍ମୟ ବଳଙ୍କୁ ମଧ୍ୟ ପାରାଦୀପ ପୋଲିସ ନୋଟିସ୍‌ କରିଛି। ୨୪ ତାରିଖ ସୁଦ୍ଧା ହାଜର ହେବାକୁ ନୋଟିସ୍‌ରେ ତାଙ୍କୁ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story