ସିଙ୍ଗିରି ସରପଞ୍ଚ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଦାସକୁ କ୍ରାଇମବ୍ରାଞ୍ଚ କୋଲକାତାରୁ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ ଆଳି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ। ଗତ ବର୍ଷ ଜୁନ୍ ୮ ତାରିଖରେ ଚିତ୍ରସେନଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ସେଦିନ ସକାଳ ପ୍ରାୟ ୬ଟା ବେଳେ ଚିତ୍ରସେନ ବାଇକରେ ଆଳି ଅଭିମୁଖେ ଆସୁଥିବା ସମୟରେ ଚଣ୍ଡିଆଗଣ୍ଡି ନିକଟରେ ଅଭିଯୁକ୍ତମାନେ ତାଙ୍କୁ […]

ali-sarapancha

ali-sarapancha

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 12:28 PM IST

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତ ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ଷୀରୋଦ ଦାସକୁ କ୍ରାଇମବ୍ରାଞ୍ଚ କୋଲକାତାରୁ ଗିରଫ କରିଛି। ଆସନ୍ତାକାଲି ତାଙ୍କୁ ଆଳି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ।

ଗତ ବର୍ଷ ଜୁନ୍ ୮ ତାରିଖରେ ଚିତ୍ରସେନଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ସେଦିନ ସକାଳ ପ୍ରାୟ ୬ଟା ବେଳେ ଚିତ୍ରସେନ ବାଇକରେ ଆଳି ଅଭିମୁଖେ ଆସୁଥିବା ସମୟରେ ଚଣ୍ଡିଆଗଣ୍ଡି ନିକଟରେ ଅଭିଯୁକ୍ତମାନେ ତାଙ୍କୁ ପିଛା କରିଥିଲେ।  ଚିତ୍ରସେନ ଗାଡ଼ି ରଖି ଦୌଡି ପଳାଇ ଯାଉଥିବା ସମୟରେ ସେମାନେ ତାଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

ଏ ଘଟଣାରେ ଚିତ୍ରସେନଙ୍କ ପରିବାର ଲୋକେ ୭ ଜଣଙ୍କ ନାଁରେ ଏତଲା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story