ଜଙ୍ଗଲ ଛାଡିଲେ ଗରିଲା ଯୋଦ୍ଧା: କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: କ୍ୟାଡର ମାଓବାଦୀ ଦେବା ମାଢ଼ୀ ଓରଫ ରଘୁ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୪ ବର୍ଷ ହେଲା ରଘୁ କାଲିମେଳା ଦଲମ୍‌ରେ କାମ କରୁଥିଲେ। ସେ ଲୋକାଲ ଗରିଲା ସ୍କ୍ୱାଡର ସଦସ୍ୟ ଥିଲେ। ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା। ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରଘୁ ଆହତ ହୋଇଥିଲା। ମାଓବାଦୀମାନେ ତାଙ୍କର ଉପଯୁକ୍ତ ଚିକିତ୍ସା ନ କରିବାରୁ ସେ ଆତ୍ମସମର୍ପଣ କରିଛନ୍ତି। ପଡ଼ଇଆ ବ୍ଲକ ଅଫିସ୍‌ ବିସ୍ଫୋରଣ ସମେତ […]

maobadi

maobadi

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 04:35 PM IST

Sports

Latest News

ମାଲକାନଗିରି: କ୍ୟାଡର ମାଓବାଦୀ ଦେବା ମାଢ଼ୀ ଓରଫ ରଘୁ ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୪ ବର୍ଷ ହେଲା ରଘୁ କାଲିମେଳା ଦଲମ୍‌ରେ କାମ କରୁଥିଲେ। ସେ ଲୋକାଲ ଗରିଲା ସ୍କ୍ୱାଡର ସଦସ୍ୟ ଥିଲେ। ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା।

ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରଘୁ ଆହତ ହୋଇଥିଲା। ମାଓବାଦୀମାନେ ତାଙ୍କର ଉପଯୁକ୍ତ ଚିକିତ୍ସା ନ କରିବାରୁ ସେ ଆତ୍ମସମର୍ପଣ କରିଛନ୍ତି। ପଡ଼ଇଆ ବ୍ଲକ ଅଫିସ୍‌ ବିସ୍ଫୋରଣ ସମେତ ୧୦ରୁ ଅଧିକ ହିଂସାକାଣ୍ଡ ଘଟଣାରେ ରଘୁ ଜଡିତ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos