ଭୁବନେଶ୍ୱର: ମେଡିସିନ୍‌ ଲୁଟେରା ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ରୁଚିକା ମାର୍କେଟରୁ ମେଡିସିନ୍ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍‌। ଏଥିସହିତ ମେଡିସିନ ଗୋଦାମରୁ ୨ଟି ପିସ୍ତଲ ଜବତ କରାଯାଇଛି। ଭୁବନେଶ୍ୱର ଷ୍ଟେସନରୁ ଏମାନେ ପାର୍ସଲରେ ଆସୁଥିବା ୫୬ ଲକ୍ଷ ଟଙ୍କାର ମେଡିସିନ ଲୁଟ୍‌ କରିଥିବା ଅଭିଯୋଗ ରହିଛି।