ଅନଲାଇନରେ ଦାମି ମୋବାଇଲ ଫୋନ୍‌ ବୁକ୍‌ କରି ଲୁଟ୍‌

କଟକ: ଅନଲାଇନରେ ଦାମି ମୋବାଇଲ ଫୋନ୍‌ ବୁକ୍‌ କରି ଡେଲିଭରି ବୟଙ୍କୁ ଟଙ୍କା ବଦଳରେ ବନ୍ଧୁକ ଦେଖାଇ ଫୋନ୍ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ। ଜଗତପୁର ଅଞ୍ଚଳର କେହି ଜଣେ  ଅନଲାଇନରେ ମୋବାଇଲ ଫୋନ୍‌ ବୁକ୍‌ କରିଥିଲେ। ମୋବାଇଲ ଡେଲିଭରି କରିବାକୁ ବୟଙ୍କୁ ଯେଉଁ ଠିକଣା ଦିଆଯାଇଥିଲା, ସେ ସେଠାରେ ପହଞ୍ଚିବା ପରେ ଲୁଟେରା ଜଣଙ୍କ ତାଙ୍କୁ ବନ୍ଧୁକ ଦେଖାଇ ଫୋନ୍‌ ଲୁଟି ଫେରାର ହୋଇଯାଇଥିଲା। ଏନେଇ ଡେଲିଭରି […]

cuutack

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 07:19 PM IST

କଟକ: ଅନଲାଇନରେ ଦାମି ମୋବାଇଲ ଫୋନ୍‌ ବୁକ୍‌ କରି ଡେଲିଭରି ବୟଙ୍କୁ ଟଙ୍କା ବଦଳରେ ବନ୍ଧୁକ ଦେଖାଇ ଫୋନ୍ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ।

ଜଗତପୁର ଅଞ୍ଚଳର କେହି ଜଣେ  ଅନଲାଇନରେ ମୋବାଇଲ ଫୋନ୍‌ ବୁକ୍‌ କରିଥିଲେ। ମୋବାଇଲ ଡେଲିଭରି କରିବାକୁ ବୟଙ୍କୁ ଯେଉଁ ଠିକଣା ଦିଆଯାଇଥିଲା, ସେ ସେଠାରେ ପହଞ୍ଚିବା ପରେ ଲୁଟେରା ଜଣଙ୍କ ତାଙ୍କୁ ବନ୍ଧୁକ ଦେଖାଇ ଫୋନ୍‌ ଲୁଟି ଫେରାର ହୋଇଯାଇଥିଲା।

ଏନେଇ ଡେଲିଭରି ବୟ ଜଗତପୁର ଥାନାରେ ଏତଲା ଦେବା ପରେ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story