ମୋହନା: ପଶରଗଣ୍ଡା ଜଙ୍ଗଲରୁ ପ୍ରେସରବୋମା ଉଦ୍ଧାର

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ପଶରଗଣ୍ଡା ଜଙ୍ଗଲରୁ ପ୍ରେସରବୋମା ଉଦ୍ଧାର କରାଯାଇଛି। ଏହାକୁ ନଷ୍କ୍ରିୟ କରିବାଲାଗି ପାରଳାଖେମୁଣ୍ଡିରୁ ବମ୍‌ ସ୍କ୍ୱାର୍ଡକୁ ପଠାଯାଇଥିଲା। ଏହା ସହ  ଘଟଣାସ୍ଥଳରୁ ୫୦ କିଲୋ ଓଜନର ଜିଲୋଟିନ୍‌,ଟିଫିନ୍‌ ବୋମା ସହ ୪୦ ମିଟର ତାର ଓ ଗନ୍‌ ପାଉଡର ମଧ୍ୟ ଜବତ କରାଯାଇଛି। ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପ୍ରେସର ବୋମା ଖଞ୍ଜିଥିବା କୁହାଯାଉଛି। ଏହି ଅଞ୍ଚଳରେ  ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ୍‌ ଜାରି ରହିଥିବାରୁ ମାଓବାଦୀ ଅଘଟଣ  ଘଟାଇଥିବା ଯୋଜନାରେ ରହିଛନ୍ତି।

mohana

mohana

Rakesh Mallick
  • Published: Friday, 20 January 2017
  • Updated: 20 January 2017, 03:39 PM IST

Sports

Latest News

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ପଶରଗଣ୍ଡା ଜଙ୍ଗଲରୁ ପ୍ରେସରବୋମା ଉଦ୍ଧାର କରାଯାଇଛି। ଏହାକୁ ନଷ୍କ୍ରିୟ କରିବାଲାଗି ପାରଳାଖେମୁଣ୍ଡିରୁ ବମ୍‌ ସ୍କ୍ୱାର୍ଡକୁ ପଠାଯାଇଥିଲା। ଏହା ସହ  ଘଟଣାସ୍ଥଳରୁ ୫୦ କିଲୋ ଓଜନର ଜିଲୋଟିନ୍‌,ଟିଫିନ୍‌ ବୋମା ସହ ୪୦ ମିଟର ତାର ଓ ଗନ୍‌ ପାଉଡର ମଧ୍ୟ ଜବତ କରାଯାଇଛି।

ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ପ୍ରେସର ବୋମା ଖଞ୍ଜିଥିବା କୁହାଯାଉଛି। ଏହି ଅଞ୍ଚଳରେ  ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ୍‌ ଜାରି ରହିଥିବାରୁ ମାଓବାଦୀ ଅଘଟଣ  ଘଟାଇଥିବା ଯୋଜନାରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos