ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ବାପି ସର୍ଖେଲଙ୍କ ଜାମିନ ଆବେଦନ ଖାରଜ

ଜଗତସିଂହପୁର: ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ବାପି ସର୍ଖେଲଙ୍କ ଜାମିନ ଆବେଦନ ଶୁଣାଣି ଆଜି ଜଗତସିଂହପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଶେଷ ହୋଇଛି। ବାପିଙ୍କ ଓକିଲ ଏବଂ ପ୍ରତିପକ୍ଷ ସରକାରୀ ଓକିଲ ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ବାପିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବାପିଙ୍କ ବିରୋଧରେ ଅଧିକ କେସ୍‌  ଡାଏରୀ ଦାଖଲ ଲାଗି ପାରାଦୀପ ପୋଲିସ୍‌ ଆଉ କିଛି ଦିନ ଅଧିକ ସମୟ ମାଗିଥିଲା। […]

bapi-sarkhel

bapi-sarkhel

Rakesh Mallick
  • Published: Monday, 26 December 2016
  • Updated: 26 December 2016, 10:58 PM IST

Sports

Latest News

ଜଗତସିଂହପୁର: ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ବାପି ସର୍ଖେଲଙ୍କ ଜାମିନ ଆବେଦନ ଶୁଣାଣି ଆଜି ଜଗତସିଂହପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଶେଷ ହୋଇଛି। ବାପିଙ୍କ ଓକିଲ ଏବଂ ପ୍ରତିପକ୍ଷ ସରକାରୀ ଓକିଲ ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ବାପିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।

ବାପିଙ୍କ ବିରୋଧରେ ଅଧିକ କେସ୍‌  ଡାଏରୀ ଦାଖଲ ଲାଗି ପାରାଦୀପ ପୋଲିସ୍‌ ଆଉ କିଛି ଦିନ ଅଧିକ ସମୟ ମାଗିଥିଲା।

ନଭେମ୍ବର ୧୮ ତାରିଖରେ ଜଗତସିଂହପୁର ପୋଲିସ୍‌ ନିକଟରେ ଆତ୍ମସମର୍ପଣ କରିବା ପରେ ବାପି ସର୍ଖେଲ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story