ବ୍ରହ୍ମପୁର: ନାବାଳିକାର ବେକକାଟି ହତ୍ୟା ଉଦ୍ୟମ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ ଆଚାର୍ଯ୍ୟପଲ୍ଲୀରେ ଜଣେ ୮ ବର୍ଷୀୟା ନାବାଳିକାର ବେକକାଟି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସାଙ୍ଗମାନଙ୍କ ସହ ଝିଅଟି ସମୁଦ୍ର କୂଳରେ ଖେଳୁଥିବା ବେଳେ ବୈରାଗୀ ନାମକ ଜଣେ ଯୁବକ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଝିଅଟିର ଶ୍ୱାସନଳୀ କଟିଯାଇଛି। ଗୁରୁତର ଅବସ୍ଥାରେ ଝିଅଟିକୁ ବ୍ରହ୍ମପୁର ବଡ଼ ମେଡିକାଲ ଇଏନ୍ଟି ବିଭାଗରେ ଭର୍ତ୍ତି କରାଯାଇଛି। ଝିଅଟିର ପରିବାର ଲୋକେ ଅଭିଯୁକ୍ତକୁ ଧରି ପୋଲିସ୍‌ ଜିମାରେ […]

fire

fire

Rakesh Mallick
  • Published: Monday, 16 January 2017
  • Updated: 16 January 2017, 08:43 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ ଆଚାର୍ଯ୍ୟପଲ୍ଲୀରେ ଜଣେ ୮ ବର୍ଷୀୟା ନାବାଳିକାର ବେକକାଟି ହତ୍ୟା କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସାଙ୍ଗମାନଙ୍କ ସହ ଝିଅଟି ସମୁଦ୍ର କୂଳରେ ଖେଳୁଥିବା ବେଳେ ବୈରାଗୀ ନାମକ ଜଣେ ଯୁବକ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଝିଅଟିର ଶ୍ୱାସନଳୀ କଟିଯାଇଛି। ଗୁରୁତର ଅବସ୍ଥାରେ ଝିଅଟିକୁ ବ୍ରହ୍ମପୁର ବଡ଼ ମେଡିକାଲ ଇଏନ୍ଟି ବିଭାଗରେ ଭର୍ତ୍ତି କରାଯାଇଛି। ଝିଅଟିର ପରିବାର ଲୋକେ ଅଭିଯୁକ୍ତକୁ ଧରି ପୋଲିସ୍‌ ଜିମାରେ ଦେଇଛନ୍ତି।  ଅଭିଯୁକ୍ତକୁ ଅଟକ ରଖି ମେରାଇନ୍‌ ପୋଲିସ୍‌  ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos