କଳାହାଣ୍ଡିରେ ମାତିଲେ ମାଓବାଦୀ, ତିନି ଜଣଙ୍କୁ ଉଠାଇନେଲେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ମାତିଲେ ମାଓବାଦୀ। ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ଥୁଆମୂଳ-ରାମପୁର ଥାନା ନର୍ଲାପାଟ ଗାଁର ତିନି ଜଣଙ୍କୁ ମାଓବାଦୀମାନେ ଅପହରଣ କରିବା ସହିତ ଗୋଟିଏ ବାଇକ ପୋଡ଼ି ଦେଇଛନ୍ତି। ଅପହୃତ ହୋଇଥିବା ତିନି ଗ୍ରାମବାସୀ ହେଲେ ହରି ପ୍ରଧାନୀ, ବନମାଳି ନାଏକ ଓ ସୁନର୍ଶନ ନାଏକ। ୧୫ରୁ ୨୦ ଜଣ ମାଓବାଦୀ ଆସି ସେମାନଙ୍କୁ ଅପହରଣ କରିନେଥିବା ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ବ୍ରିଜେଶ ରାୟ।  

naxal

naxal

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 03:39 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story