ଜମିବାଡ଼ି ବିବାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା

ନୟାଗଡ଼: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ନୟାଗଡ଼ ଜିଲ୍ଲା ଜରିପଡ଼ା ଗାଁର ମେରି ପ୍ରଧାନଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଆଜି ଏ ନେଇ ରଣପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ କ୍ଷତବିକ୍ଷତ ମରଶରୀରକୁ ଚାଷ ଜମିରୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି।

ଜମିବାଡ଼ି ବିବାଦକୁ କେନ୍ଦ୍ରକରି ମେରିଙ୍କର ସେହି ଗାଁର କିଛି ବ୍ୟକ୍ତିଙ୍କ ସହ ବିବାଦ ଲାଗି ରହିଥିଲା।