ଖାଦ୍ୟରେ ନିଶା ଦେଇ ଯୁବକଙ୍କଠାରୁ ଟଙ୍କା ଓ ଲାପଟପ୍ ଲୁଟ୍‌

ଭୁବନେଶ୍ୱର: ସୋନପୁରରୁ ସରକାରୀ ବସ୍‌ରେ ବରମୁଣ୍ଡା ଆସୁଥିବା ଜଣେ ଯୁବକଙ୍କୁ  ଖାଦ୍ୟରେ ନିଶା ଦେଇ ତାଙ୍କ ଠାରୁ ଲାପଟପ୍‌ ଓ ଟଙ୍କା ଦୁ‍ର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଯୁବକ ଜଣଙ୍କ ହେଲେ ସୋନପୁରର ବିରେନ ସନ୍ୟାସୀ। ଏନେଇ ବିରେନ ନୟାପଲ୍ଲୀରେ ଥାନା ଅଭିଯୋଗ କରିଛନ୍ତି।

loot

Rakesh Mallick
  • Published: Tuesday, 08 November 2016
  • , Updated: 08 November 2016, 04:24 PM IST

ଭୁବନେଶ୍ୱର: ସୋନପୁରରୁ ସରକାରୀ ବସ୍‌ରେ ବରମୁଣ୍ଡା ଆସୁଥିବା ଜଣେ ଯୁବକଙ୍କୁ  ଖାଦ୍ୟରେ ନିଶା ଦେଇ ତାଙ୍କ ଠାରୁ ଲାପଟପ୍‌ ଓ ଟଙ୍କା ଦୁ‍ର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଯୁବକ ଜଣଙ୍କ ହେଲେ ସୋନପୁରର ବିରେନ ସନ୍ୟାସୀ।

ଏନେଇ ବିରେନ ନୟାପଲ୍ଲୀରେ ଥାନା ଅଭିଯୋଗ କରିଛନ୍ତି।

Related story