ନୂଆପଡ଼ା: ୧୬ ଭରି ସୁନା, ୫୦୦ ଗ୍ରାମ୍‌ ରୁପା ଓ ୪ ଲକ୍ଷ ଟଙ୍କା ଲୁଟ୍‌

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଉଦ୍ୟାନବନ୍ଧ ଗାଁରେ ଗତକାଲି ବିଳମ୍ବିତ ରାତିରେ ଜୈନିକ ବ୍ୟବସାୟୀଙ୍କ ଘରୁ ଡକାୟତି ହୋଇଛି। ଡକାୟତମାନେ ୧୬ ଭରି ସୁନା, ୫୦୦ ଗ୍ରାମ୍‌ରୁ ଊର୍ଦ୍ଧ୍ୱ ରୁପା ଓ ୪ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ବ୍ୟବସାୟୀ ଜଣଙ୍କ ବିରୋଧ କରିବାରୁ ଡକାୟତମାନେ ତାଙ୍କୁ ଛୁରା ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ବ୍ୟବସାୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

loot

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 03:27 PM IST

Related story