ପାରାଦୀପ ଶିଳ୍ପାଞ୍ଚଳ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ

ପାରାଦୀପ:  ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଗୁଳିକାଣ୍ଡ ଘଟଣାରେ  ମୁଖ୍ୟ ଅଭିଯୁକ୍ତ ସହ ୪ ଅଭିଯୁକ୍ତଙ୍କୁ  ଆଜି ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତ ମାନେ ହେଲେ ବିଶ୍ୱପ୍ରକାଶ ଓରଫ ମୁନା ମିଶ୍ର, ସଂଗ୍ରାମ ସ୍ୱାଇଁ, ଭବାନୀ ପଟ୍ଟନାୟକ, ମନୋରଞ୍ଜନ ଓଝା। ସେମାନଙ୍କ ପାଖରୁ ଗୋଟିଏ ଗୁଳିଭରା ପିସ୍ତଲ, ୨ଟିଖୋକା, ୪ଅଫୁଟା ବୋମା ସହିତ ସେମାନେ ବ୍ୟବହୃତ କରିଥିବା ଇଣ୍ଡିକା କାର୍‌, ଗୋଟିଏ ମୋଟର ସାଇକେଲ୍ ଓ ୪ଟି ମୋବାଇଲ୍ ଫେ।ନ୍ ଜବତ କରାଯାଇଛି। […]

paadeep

paadeep

Rakesh Mallick
  • Published: Friday, 20 January 2017
  • Updated: 20 January 2017, 04:44 PM IST

Sports

Latest News

ପାରାଦୀପ:  ପାରାଦୀପ ଗଡ଼ ଶିଳ୍ପାଞ୍ଚଳରେ ଗୁଳିକାଣ୍ଡ ଘଟଣାରେ  ମୁଖ୍ୟ ଅଭିଯୁକ୍ତ ସହ ୪ ଅଭିଯୁକ୍ତଙ୍କୁ  ଆଜି ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।  ଗିରଫ ଅଭିଯୁକ୍ତ ମାନେ ହେଲେ ବିଶ୍ୱପ୍ରକାଶ ଓରଫ ମୁନା ମିଶ୍ର, ସଂଗ୍ରାମ ସ୍ୱାଇଁ, ଭବାନୀ ପଟ୍ଟନାୟକ, ମନୋରଞ୍ଜନ ଓଝା। ସେମାନଙ୍କ ପାଖରୁ ଗୋଟିଏ ଗୁଳିଭରା ପିସ୍ତଲ, ୨ଟିଖୋକା, ୪ଅଫୁଟା ବୋମା ସହିତ ସେମାନେ ବ୍ୟବହୃତ କରିଥିବା ଇଣ୍ଡିକା କାର୍‌, ଗୋଟିଏ ମୋଟର ସାଇକେଲ୍ ଓ ୪ଟି ମୋବାଇଲ୍ ଫେ।ନ୍ ଜବତ କରାଯାଇଛି।

ଗତ ୬ ତାରିଖରେ ୟୁପିଏସପିଏଲ୍ ନାମକ ଏକ କମ୍ପାନୀର  କାର୍ଯ୍ୟାଳୟରେ  ଏହି ଗୁଳିକାଣ୍ଡ ଘଟିଥିଲା।  ଗୁଳିକାଣ୍ଡରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଅଭିଯୁକ୍ତମାନେ କମ୍ପାନୀ କାର୍ଯ୍ୟାଳୟରେ ପଶି ଭୟଭୀତ କରିବା ଓ କେତେକ ଆସବାବପତ୍ରର ନଷ୍ଟକୁ ନେଇ ପୋଲିସ୍ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story