ରଘୁନାଥପୁରରେ ୬ ଜଣଙ୍କଠାରୁ ଲୁଟ୍‌, ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଆହତ

ପାରାଦୀପ: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗଡ଼ମା ବଜାର ନିକଟରୁ ଗତକାଲି ବିଳମ୍ବିତ ରାତିରେ ୬ ଜଣଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ପାରାଦୀପ ଅଞ୍ଚଳର ଏହି ଲୋକମାନେ ଗତକାଲି କଟକରୁ ଫେରୁଥିବା ବେଳେ ଗଡ଼ମା ଛକ ନିକଟରେ ଏକ ଲୁଟେରା ଗ୍ୟାଙ୍ଗ ସେମାନଙ୍କୁ ଆକ୍ରମଣ କରି ଟଙ୍କା, ସୁନାଗହଣା ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟେରାଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇ […]

loot

loot

Rakesh Mallick
  • Published: Saturday, 28 January 2017
  • Updated: 28 January 2017, 12:08 PM IST

Sports

Latest News

ପାରାଦୀପ: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗଡ଼ମା ବଜାର ନିକଟରୁ ଗତକାଲି ବିଳମ୍ବିତ ରାତିରେ ୬ ଜଣଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ପାରାଦୀପ ଅଞ୍ଚଳର ଏହି ଲୋକମାନେ ଗତକାଲି କଟକରୁ ଫେରୁଥିବା ବେଳେ ଗଡ଼ମା ଛକ ନିକଟରେ ଏକ ଲୁଟେରା ଗ୍ୟାଙ୍ଗ ସେମାନଙ୍କୁ ଆକ୍ରମଣ କରି ଟଙ୍କା, ସୁନାଗହଣା ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟେରାଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି କାର୍‌ରେ କଟକରୁ ଫେରୁଥିବା ବେଳେ ବାଇକ୍‌ରେ ସବାର ହୋଇଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଗଡ଼ମା ବଜାର ନିକଟରେ ଅଟକାଇ ଥିଲେ। ସେମାନେ ବନ୍ଧୁକ ଓ ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରି ଲୁଟ୍‌ପାଟ୍ କରୁଥିବା ବେଳେ ଆଉ ଏକ କାର୍‌ ସେଠାରେ ପହଞ୍ଚିଥିଲା। ସେହି କାର୍‌ରେ ଡ୍ରାଇଭରକୁ ମିଶାଇ ୪ ଜଣ ଥିଲେ। ସେମାନେ କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରି ଥିଲେ ଓ ସେମାନଙ୍କଠାରୁ ଟଙ୍କା, ସୁନାଗହଣା ଓ ମୋବାଇଲ୍ ଆଦି ଲୁଟି ନେଇଥିଲେ।

ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story