ପେଟ୍ରୋଲ୍‌ ପମ୍ପରୁ ୧୧ ଲକ୍ଷ ଟଙ୍କା ଚୋରି, ଜଣେ ଅଟକ

କଟକ: କଟକ ଖାନ୍ ନଗରରେ ଥିବା ଏକ ପେଟ୍ରୋଲ୍ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ୧୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ କଟକ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରେ ଜଣେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

petrolpump

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 01:27 PM IST

Related story