ଅର୍ଥତତ୍ତ୍ୱ ଠକେଇ ମାମଲା: ସିବିଆଇ ନିକଟରେ ହାଜର ହେଲେ ମଡେଲ ପ୍ରୀତି ଭାଟିଆ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ମୁମ୍ୱାଇ ମଡେଲ ପ୍ରୀତି ଭାଟିଆ ବୁଧବାର ଦିନ ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି । ଚିଟଫଣ୍ଡ ଅର୍ଥ ଠକେଇ ନେଇ ସିବିଆଇ ଆଜି ତାଙ୍କୁ ପଚରାଉଚୁରା କରୁଛି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଥିବା ନେଇ ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ଏକ କୋଟିରୁ ଅଧିକ ଟଙ୍କା ଦେଇ ସୁପ୍ରିମକୋର୍ଟ  ତାଙ୍କୁ ସର୍ତ୍ତମୂଳନ ଜାମିନ ପ୍ରଦାନ କରିଥିଲେ । ମୁମ୍ୱାଇରେ […]

bhtia

bhtia

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 10:18 AM IST

Sports

Latest News

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ମୁମ୍ୱାଇ ମଡେଲ ପ୍ରୀତି ଭାଟିଆ ବୁଧବାର ଦିନ ପୁଣି ଥରେ ସିବିଆଇ ନିକଟରେ ହାଜର ହୋଇଛନ୍ତି । ଚିଟଫଣ୍ଡ ଅର୍ଥ ଠକେଇ ନେଇ ସିବିଆଇ ଆଜି ତାଙ୍କୁ ପଚରାଉଚୁରା କରୁଛି । ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଥିବା ନେଇ ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଥିଲା । ପରେ ଏକ କୋଟିରୁ ଅଧିକ ଟଙ୍କା ଦେଇ ସୁପ୍ରିମକୋର୍ଟ  ତାଙ୍କୁ ସର୍ତ୍ତମୂଳନ ଜାମିନ ପ୍ରଦାନ କରିଥିଲେ ।

ମୁମ୍ୱାଇରେ ପ୍ରିଜମ୍ ହାଇଟ୍ ଫିଲ୍ମସ ମାଧ୍ୟମରେ ସିରିଏଲ୍ ଏବଂ ଡକ୍ୟୁମେଣ୍ଟାରି ଫିଲ୍ମ ପାଇଁ ଅର୍ଥତତ୍ତ୍ୱର କୋଟିକୋଟି ଟଙ୍କା ଲାଗିଥିଲା। ଯେଉଁଥିରେ ପ୍ରୀତି ଭାଟିଆ ନିର୍ଦ୍ଦେଶକ ଭାବେ କାମ କରୁଥିଲେ । ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ମଧ୍ୟ ଏହି ସଂସ୍ଥାର ନିର୍ଦ୍ଦେଶକ ଥିଲେ ।

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ପ୍ରିତି ଭାଟିଆଙ୍କ ସମେତ  ଅନ୍ୟ ଅଭିଯୁକ୍ତମାନେ ଆଜି ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର ହୋଇଥିଲେ। ପରେ ସିବିଆଇ କାର୍ଯ୍ୟାଳୟକୁ ଯାଇ ଜେରାର ସମ୍ମୁଖୀନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story