ଭାଇକୁ ମାରିଲା ଭାଇ: ପରକୀୟା ପ୍ରୀତିର ଚରମ ପାଗଳାମୀ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଭାଇର ତଣ୍ଟି ଚିପି ହତ୍ୟା କଲା ମାଉସୀ ପୁଅ ଭାଇ। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୨ ତାରିଖରେ ଗୋପ ଛକରେ ଏକ ଦୋକାନ ନିକଟରେ ଚିତ୍ରସେନ ବେହେରାଙ୍କ ତଣ୍ଟି ଚିପି କାଳନ୍ଦି ବେହେର ଓରଫ କାଳିଆ ହତ୍ୟା କରିଥିଲେ। ପରେ ମୃତଦେହକୁ ଏକ ଅଖାରେ ପୁରାଇ ସଦର ଥାନା […]

puri-murder

puri-murder

Rakesh Mallick
  • Published: Friday, 03 March 2017
  • Updated: 03 March 2017, 08:06 PM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଭାଇର ତଣ୍ଟି ଚିପି ହତ୍ୟା କଲା ମାଉସୀ ପୁଅ ଭାଇ। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ୨୨ ତାରିଖରେ ଗୋପ ଛକରେ ଏକ ଦୋକାନ ନିକଟରେ ଚିତ୍ରସେନ ବେହେରାଙ୍କ ତଣ୍ଟି ଚିପି କାଳନ୍ଦି ବେହେର ଓରଫ କାଳିଆ ହତ୍ୟା କରିଥିଲେ। ପରେ ମୃତଦେହକୁ ଏକ ଅଖାରେ ପୁରାଇ ସଦର ଥାନା ବାଲିହାଟ ନିକଟସ୍ଥ ନଦୀ ପଠାର ଏକ ବୁଦାରେ ପକାଇ ଚାଲି ଯାଇଥିଲେ। ତେବେ ୨୮ ତାରିଖରେ ପଚା ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ କରି ଚିହ୍ନଟ କରିଥିଲା।

ଅନ୍ୟପକ୍ଷରେ ପୁରୀ ସଦର ଥାନାରେ ଚିତ୍ରସେନ ନିଖୋଜ ନେଇ ଅଭିଯୋଗ ହୋଇଥିଲା। ପୋଲିସ ଶବ ଜବତ କରିବା ପରେ ନିଖୋଜ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତନ କରି ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଚିତ୍ରସେନ୍‌ଙ୍କ ଫୋନ୍‌କୁ ଯାଞ୍ଚ କରିବାରୁ ଗୋଟିଏ ନମ୍ୱରରୁ ବାରମ୍ୱାର କଲ ଆସିଥିଲା। ମାତ୍ର ନିଖୋଜ ପରେ ଚିତ୍ରସେନ୍‌ଙ୍କ ପାଖକୁ ଆଉ କଲ୍‌ ଆସିନଥିଲା। ହେଲେ ସେହି ନମ୍ୱରରୁ ଅନ୍ୟ ଆଡକୁ କଲ ଯାଉଥିଲା। ଏହି ଆଧାରରେ ପୋଲିସ କାଳିଆକୁ ସନ୍ଦେହରେ ଅଟକ ରଖି ଜେରା କରିବାରୁ ସତ ପଦାକୁ ଆସିଥିଲା। ପରେ  ଅଟୋ ଚାଳକ ରମେଶ ଦଳାଇଙ୍କୁ ପୋଲିସ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story