ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ଭିଜିଲାନ୍ସ ବିଭାଗର ଯାଞ୍ଚ

ପୁରୀ: କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଅନୁଗୋଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ପେଟ୍ରୋଲ୍ ପମ୍ପ୍‌ ଓ ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ବିଭାଗ, ଯୋଗାଣ ଓ ଓଜନ ଏବଂ ମାପ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି।  ତୈଳର ମାନ ଓ ଓଜନ ଯାଞ୍ଚ କରାଯାଇଛି। ତେଲରେ ଅପମିଶ୍ରଣ ସାଙ୍ଗକୁ ମାପରେ ଠକେଇ ଅଭିଯୋଗରେ ଏହି ଅତର୍କିତ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ […]

petrolpump

petrolpump

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 08:25 PM IST

Sports

Latest News

ପୁରୀ: କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ଅନୁଗୋଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ  ପେଟ୍ରୋଲ୍ ପମ୍ପ୍‌ ଓ ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ବିଭାଗ, ଯୋଗାଣ ଓ ଓଜନ ଏବଂ ମାପ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଛି।  ତୈଳର ମାନ ଓ ଓଜନ ଯାଞ୍ଚ କରାଯାଇଛି। ତେଲରେ ଅପମିଶ୍ରଣ ସାଙ୍ଗକୁ ମାପରେ ଠକେଇ ଅଭିଯୋଗରେ ଏହି ଅତର୍କିତ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ରାଜ୍ୟ ସରକାର ଆକ୍ରୋଶରେ ଏପରି ଭିଜିଲାନ୍ସ ଚଢ଼ାଉ କରୁଛନ୍ତି। ଏହା କୌଣସି ନୂଆ କଥା ନୁହେଁ। ପୂର୍ବରୁ ଏହାର ନଜର ରହିଛି।”

କୃଷୀ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“ଯେଉଁଠି ଅନିୟମିତତା ହୋଇଛି ଭିଜିଲାନ୍ସ ସେଠି ଚଢ଼ାଉ କରୁଛି।”

ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି,“ବିଜେପି ଓ ବିଜେଡି କେହି କାହାକୁ ସହିପାରୁ ନାହାନ୍ତି। ଏମାନେ ସିବିଆଇ ଓ ଭିଜିଲାନ୍ସର କ୍ଷମତାକୁ ଅପ ବ୍ୟବହାର କରୁଛନ୍ତି।”

ଏହି ଚଢ଼ାଉ ନେଇ ଭିଜିଲାନ୍ସ ଡିଜି ଆର୍‌.ପି ଶର୍ମା କହିଛନ୍ତି,“କୌଣସି ରାଜନୈତିକ ଅଭିସନ୍ଧି ରଖି ଏ ଚଢ଼ାଉ କରାଯାଇନାହିଁ। ପୂର୍ବରୁ ଆସିଥିବା ଅଭିଯୋଗ ଭିତ୍ତିରେ ଏହି ଚଢ଼ାଉ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story