ରାଜଧାନୀରେ ସେକ୍ସ ରାକେଟ୍‌ ଠାବ

ଭୁବନେଶ୍ୱର: ରାଜଧାନୀରେ ଆଜି ପୁଣି ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଆଚାର୍ଯ୍ୟ ବିହାର ଅଞ୍ଚଳର ଏକ ଭଡ଼ାଘରୁ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏହି ରାକେଟ୍‌କୁ ଠାବ କରିଛି। ଘଟଣାସ୍ଥଳରୁ ପୋଲିସ କିଙ୍ଗପିନ୍‌ ସହ ୪ ଜଣ ଯୁବତୀ ଏବଂ ଜଣେ ଗ୍ରାହକଙ୍କୁ ଧରିଛି। ଉକ୍ତ ଭଡ଼ା ଘରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ ଯୋଜନାବଦ୍ଧ ଭାବେ ଚଢାଉ କରି ରୂପଜୀବୀ […]

sex

sex

Rakesh Mallick
  • Published: Tuesday, 15 November 2016
  • Updated: 15 November 2016, 09:25 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଆଜି ପୁଣି ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଆଚାର୍ଯ୍ୟ ବିହାର ଅଞ୍ଚଳର ଏକ ଭଡ଼ାଘରୁ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଏହି ରାକେଟ୍‌କୁ ଠାବ କରିଛି। ଘଟଣାସ୍ଥଳରୁ ପୋଲିସ କିଙ୍ଗପିନ୍‌ ସହ ୪ ଜଣ ଯୁବତୀ ଏବଂ ଜଣେ ଗ୍ରାହକଙ୍କୁ ଧରିଛି।

ଉକ୍ତ ଭଡ଼ା ଘରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ପୋଲିସ ଯୋଜନାବଦ୍ଧ ଭାବେ ଚଢାଉ କରି ରୂପଜୀବୀ ଓ ଗ୍ରାହକଙ୍କୁ ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story