ରାସନ କାର୍ଡ ଅନିୟମିତତା: ୯ ସରକାରୀ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଡିସିପିଙ୍କୁ ସିଏମସି କମିଶନରଙ୍କ ଚିଠି

କଟକ: କଟକରେ ରାସନ କାର୍ଡ ଅନିୟମିତତା ନେଇ ୯ଜଣ ସରକାରୀ କର୍ମଚାରୀଙ୍କ ନାଁରେ ଏତଲା ରୁଜୁ କରିବା ପାଇଁ ସିଏମସି କମିଶନର ଡିସିପି ସଂଜୀବ ଆରୋରାଙ୍କୁ ଚିଠି ଲେଖିଛନ୍ତି। ଦେନା ବ୍ୟାଙ୍କ, ଏସବିଆଇ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଏସ୍ଆରଟିସି ଆଦିର କର୍ମଚାରୀଙ୍କ ବିରୋଧରେ ଏତଲା ଦେବାକୁ ସିଏମସି କମିଶନର ଚିଠି ଲେଖିଛନ୍ତି। ଏହି ରାସନ କାର୍ଡ କେଳେଙ୍କାରୀ ନେଇ ପୂର୍ବରୁ ସିଏମସି ମେୟର ଅନିତା ବେହେରାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

Cmc-office

Cmc-office

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 04:45 AM IST

Sports

Latest News

କଟକ: କଟକରେ ରାସନ କାର୍ଡ ଅନିୟମିତତା ନେଇ ୯ଜଣ ସରକାରୀ କର୍ମଚାରୀଙ୍କ ନାଁରେ ଏତଲା ରୁଜୁ କରିବା ପାଇଁ ସିଏମସି କମିଶନର ଡିସିପି ସଂଜୀବ ଆରୋରାଙ୍କୁ ଚିଠି ଲେଖିଛନ୍ତି।

ଦେନା ବ୍ୟାଙ୍କ, ଏସବିଆଇ, କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ଏବଂ ଓଏସ୍ଆରଟିସି ଆଦିର କର୍ମଚାରୀଙ୍କ ବିରୋଧରେ ଏତଲା ଦେବାକୁ ସିଏମସି କମିଶନର ଚିଠି ଲେଖିଛନ୍ତି। ଏହି ରାସନ କାର୍ଡ କେଳେଙ୍କାରୀ ନେଇ ପୂର୍ବରୁ ସିଏମସି ମେୟର ଅନିତା ବେହେରାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story