ସନ୍ଦିଗ୍ଧ ଆତଙ୍କୀ ଅବଦୁର ରେହମାନ୍ ଗିରଫ ଘଟଣା: ସାଲେପୁର କୋର୍ଟରେ ୨ ଯୁବକଙ୍କ ବୟାନ ରେକର୍ଡ

କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଦୁଇ ଜଣ ସହଯୋଗୀଙ୍କ ବୟାନ ୧୬୪ ଧାରାରେ ଶୁକ୍ରବାର ରେକର୍ଡ କରାଯାଇଛି। ଏହି ଦୁଇ ଯୁବକ ହେଲେ ଜୈନୁର ଆବେଦିନ ଓ ଦିଲ ନୱାଜ। ଉଭୟଙ୍କ ଘର ଜଗତପୁରର କୁଜରପୁରରେ। ଅବଦୁର ସହିତ ସେମାନଙ୍କ ବିଭିନ୍ନ ସମୟରେ ଯୋଗାଯୋଗ ରହିଥିଲା। ତେଣୁ ପୋଲିସ ଉଭୟଙ୍କୁ ସାଲେପୁର କୋର୍ଟରେ ହାଜର କରି ଏହି ବୟାନ ରେକର୍ଡ କରିଛି। ଏହାସହ କମିଶନରେଟ୍ ପୋଲିସ ସେମାନଙ୍କ ଉପରେ କଡ଼ା ନଜର ରଖିଥିବା କମିଶନର କହିଛନ୍ତି। […]

salepur

salepur

Rakesh Mallick
  • Published: Friday, 08 January 2016
  • Updated: 08 January 2016, 02:35 PM IST

Sports

Latest News

କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଦୁଇ ଜଣ ସହଯୋଗୀଙ୍କ ବୟାନ ୧୬୪ ଧାରାରେ ଶୁକ୍ରବାର ରେକର୍ଡ କରାଯାଇଛି। ଏହି ଦୁଇ ଯୁବକ ହେଲେ ଜୈନୁର ଆବେଦିନ ଓ ଦିଲ ନୱାଜ। ଉଭୟଙ୍କ ଘର ଜଗତପୁରର କୁଜରପୁରରେ।

ଅବଦୁର ସହିତ ସେମାନଙ୍କ ବିଭିନ୍ନ ସମୟରେ ଯୋଗାଯୋଗ ରହିଥିଲା। ତେଣୁ ପୋଲିସ ଉଭୟଙ୍କୁ ସାଲେପୁର କୋର୍ଟରେ ହାଜର କରି ଏହି ବୟାନ ରେକର୍ଡ କରିଛି। ଏହାସହ କମିଶନରେଟ୍ ପୋଲିସ ସେମାନଙ୍କ ଉପରେ କଡ଼ା ନଜର ରଖିଥିବା କମିଶନର କହିଛନ୍ତି। ଅଲକାଏଦା ସହ ଲିଙ୍କ ଥିବା ଅଭିଯୋଗରେ ଅବଦୁର ରେହମାନକୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍  ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos