ରାଉରକେଲା: ଯୁବକଙ୍କୁ ଛୁରା ମାଡ଼

ରାଉରକେଲା: ରାଉରକେଲା କଳିଙ୍ଗବିହାର ନିକଟରେ ଜଣେ ଯୁବକଙ୍କୁ ଆଜି ଛୁରା ମାଡ଼ ହୋଇଛି। ଦୁଇ ଜଣ ଯୁବକ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇ ରାଉରକେଲା ଆଇଜିଏଚ୍‌ ଆଇସିୟୁରେ ଭର୍ତ୍ତି ହୋଇଥିଲେ। କେଉଁ କାରଣରୁ ତାଙ୍କୁ ଛୁରାମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନି।