ରୁମମେଟ ଦେଖାଉଥିଲେ ଅଶ୍ଳୀଳ ଭିଡିଓ !

  • Published: Sunday, 22 October 2023
  • , Updated: 22 October 2023, 05:23 PM IST

ଭୁବନେଶ୍ବର ରମାଦେବୀ ଜୁନିଅର କଲେଜରେ ଛାତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ । ହଷ୍ଟେଲର ଅନ୍ତେବାସୀମାନେ ମାନସିକ ନିର୍ଯାତନା ଦେବା ସହ ଏକଘରିକିଆ କରିଦେଇଥିବା ଅଭିଯୋଗ କରିଛନ୍ତି ଛାତ୍ରୀଜଣକ । ତେବେ ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ବି ନ୍ୟାୟ ନ ପାଇବାରୁ ବାଧ୍ୟ ହୋଇ ଗଣଶିକ୍ଷା ବିଭାଗର ଦ୍ୱାରସ୍ଥ ହୋଇଛନ୍ତି ଛାତ୍ରୀଜଣକ ।

Related story