ରାଉରକେଲା: ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା: ରାଉରକେଲା ବିଶ୍ରା ଥାନା ପୋଲିସ୍‌ ଆଜି ପିପୁଲ୍ସ ଲିବରେଶନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ସଦସ୍ୟ ମନମୋହନ ତନ୍ତୀଙ୍କୁ ଗିରଫ କରିଛି। ତା’ ନିକଟରୁ ପୋଲିସ୍‌ ଗୋଟିଏ ପିସ୍ତଲ, ଗୁଳି ଓ ପୋଷ୍ଟର ଜବତ କରିଛି। ମନମୋହନ ନାଁରେ ହତ୍ୟା ଓ ଦାଦାବଟି ଆଦାୟ ଭଳି ସଙ୍ଗୀନ ମାମଲା ରହିଛି। ସେ ବ୍ୟବସାୟୀ ଭଗବାନ ସିଂଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୋଲିସ୍‌ କହିଛି। ଏହାଛଡ଼ା ସେ ମୋଷ୍ଟ ୱାଣ୍ଟେଡ୍‌ ପିଏଲ୍‌ଏଫ୍‌ଆଇ କମାଣ୍ଡାଣ୍ଟ୍‌ ଆକାଶ ସିଂ ଦଳର […]

roulkela

Rakesh Mallick
  • Published: Thursday, 20 October 2016
  • , Updated: 20 October 2016, 08:50 PM IST

ରାଉରକେଲା: ରାଉରକେଲା ବିଶ୍ରା ଥାନା ପୋଲିସ୍‌ ଆଜି ପିପୁଲ୍ସ ଲିବରେଶନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଲ୍‌ଏଫ୍‌ଆଇ) ସଦସ୍ୟ ମନମୋହନ ତନ୍ତୀଙ୍କୁ ଗିରଫ କରିଛି। ତା’ ନିକଟରୁ ପୋଲିସ୍‌ ଗୋଟିଏ ପିସ୍ତଲ, ଗୁଳି ଓ ପୋଷ୍ଟର ଜବତ କରିଛି।

ମନମୋହନ ନାଁରେ ହତ୍ୟା ଓ ଦାଦାବଟି ଆଦାୟ ଭଳି ସଙ୍ଗୀନ ମାମଲା ରହିଛି। ସେ ବ୍ୟବସାୟୀ ଭଗବାନ ସିଂଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ପୋଲିସ୍‌ କହିଛି। ଏହାଛଡ଼ା ସେ ମୋଷ୍ଟ ୱାଣ୍ଟେଡ୍‌ ପିଏଲ୍‌ଏଫ୍‌ଆଇ କମାଣ୍ଡାଣ୍ଟ୍‌ ଆକାଶ ସିଂ ଦଳର ସକ୍ରିୟ ସଦସ୍ୟ ଥିଲା।

Related story