ରାଉରକେଲାରେ ମହିଳାଙ୍କୁ ଗଳାକାଟି ହତ୍ୟା

ରାଉରକେଲା: ରାଉରକେଲାର ହତିବାରୀ ଥାନା ଅନ୍ତର୍ଗତ ପୁରୁଣାପାଣିରେ ଦିନ ଦ୍ୱିପହରରେ ଜଣେ ବୃଦ୍ଧାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କେନ୍ତି ଦେବି ସିଂ(୬୮)। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୃତ ମହିଳାଙ୍କ ସ୍ୱାମୀ ନ ଥିବା ସମୟରେ କେହି ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଇଛନ୍ତି।

rkl

Rakesh Mallick
  • Published: Saturday, 29 October 2016
  • , Updated: 29 October 2016, 08:14 PM IST

ରାଉରକେଲା: ରାଉରକେଲାର ହତିବାରୀ ଥାନା ଅନ୍ତର୍ଗତ ପୁରୁଣାପାଣିରେ ଦିନ ଦ୍ୱିପହରରେ ଜଣେ ବୃଦ୍ଧାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ କେନ୍ତି ଦେବି ସିଂ(୬୮)। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

ମୃତ ମହିଳାଙ୍କ ସ୍ୱାମୀ ନ ଥିବା ସମୟରେ କେହି ଘରେ ପଶି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଇଛନ୍ତି।

Related story