ରାଉରକେଲା: ସୁନା ଦୋକାନରୁ କୋଟିଏ ଟଙ୍କାର ଗହଣା ଲୁଟ୍‌

ରାଉରକେଲା: ରାଉରକେଲାର ସାରନଗରୀରେ ଥିବା ପ୍ରସାଦ ସୁନା ଦୋକାନର କାନ୍ଥ ଭାଙ୍ଗି ଲୁଟେରାମାନେ ୪କେଜି ସୁନା ଓ ରୁପା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।   ଚୋରି ଗହଣାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଲୁଟ୍‌ ପରେ ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା ସିସିଟିଭିର ହାର୍ଡ଼ଡିସ୍କ ମଧ୍ୟ ନେଇଯାଇଛନ୍ତି। ପୋଲିସ୍‌ ଘଟଣାର  ତଦନ୍ତ କରୁଛି।

loot

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 01:42 PM IST

Related story