ସାଲେପୁର ଏମ୍‌ଏମ୍‌ଏସ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: କଟକ ଜିଲ୍ଲା ସାଲେପୁର ଥାନା ଜଗନ୍ନାଥପୁର ଗାଁର ବହୁ ଚର୍ଚ୍ଚିତ ନାବାଳିକା ଏମ୍‌ଏମ୍‌ଏସ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ସାଲେପୁର ପୋଲିସ ନିଶ୍ଚିତକୋଇଲି ଅଞ୍ଚଳରୁ ଗରିଫ କରିଛି। ଅଭିଯୁକ୍ତ ଜଣକ ହେଲେ ସେକ୍‌ ମୁନା। ୨୦୧୪ ମସିହାରେ ମୁନା ଜଣେ ନାବାଳିକାଙ୍କ ସହ ସମ୍ପର୍କ ରଖି ଭିଡିଓ କରିବା ସହ ତାକୁ ପ୍ରଘଟ କରିଥିବା ଅଭିଯୋଗ ହୋଇଥିଲା।

ଘଟଣା ପରଠାରୁ ମୁନା ଫେରାର ଥିଲା। ଏହି ଘଟଣାରେ ପୂର୍ବରୁ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା।