ସମ୍ୱଲପୁର: ବିଭିନ୍ନ ଅପରାଧରେ ୩ ଗିରଫ, ୫ ବନ୍ଧୁକ ଜବତ

ସମ୍ୱଲପୁର: ସମ୍ୱଲପୁର ପୋଲିସ ଠେଲକୁଲି, କ୍ଷେତରାଜପୁର ଓ ଧନୁପାଲି ଥାନା ଅଞ୍ଚଳରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ଓ ୧୪ ରାଉଣ୍ଡ ଗୁଳି ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ବିଭିନ୍ନ ଅପରାଧିକ କାମରେ ଲିପ୍ତ ଥିଲେ ବୋଲି  ପୋଲିସ କହିଛି। ସେମାନେ ମୁଖ୍ୟତ ଟେଣ୍ଡର ଫିକ୍ସିଂ ଓ ପରିବହନ ସହିତ ଜଡ଼ିତ ଅପରାଧରେ ସଂପୃକ୍ତ ଥିଲେ। ସୂଚନାଯୋଗ୍ୟ,  ଗତ ୧ ତାରିଖରେ ସମାନ […]

sbp-3arrested

sbp-3arrested

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 12:07 PM IST

Sports

Latest News

ସମ୍ୱଲପୁର: ସମ୍ୱଲପୁର ପୋଲିସ ଠେଲକୁଲି, କ୍ଷେତରାଜପୁର ଓ ଧନୁପାଲି ଥାନା ଅଞ୍ଚଳରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫ଟି ବନ୍ଧୁକ ଓ ୧୪ ରାଉଣ୍ଡ ଗୁଳି ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ବିଭିନ୍ନ ଅପରାଧିକ କାମରେ ଲିପ୍ତ ଥିଲେ ବୋଲି  ପୋଲିସ କହିଛି। ସେମାନେ ମୁଖ୍ୟତ ଟେଣ୍ଡର ଫିକ୍ସିଂ ଓ ପରିବହନ ସହିତ ଜଡ଼ିତ ଅପରାଧରେ ସଂପୃକ୍ତ ଥିଲେ।

ସୂଚନାଯୋଗ୍ୟ,  ଗତ ୧ ତାରିଖରେ ସମାନ ଅଭିଯୋଗରେ  ରେଙ୍ଗାଲି ଥାନା ଅଞ୍ଚଳରୁ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନେ ମୁଖ୍ୟତଃ ଟେଣ୍ଡର ଫିକ୍ସିଂ, ବେଆଇନ୍ ପରିବହନ ଓ ଜମି କାରବରରେ ସଂପୃକ୍ତ ଥିଲେ। ସେମାନଙ୍କଠାରୁ ୮ ଟି ବନ୍ଧୁକ ଓ ଗୁଳିଗୋଳା ଜବତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story