ପଥରରେ ଛେଚି ଯୁବକଙ୍କୁ ହତ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବାଇପାସ୍‌ ରୋଡ୍ ହସ୍‌ପିଟାଲ୍ ପଛ ପଟେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସାମାନ୍ୟ କଳହରୁ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଏକ ଦମ୍ପତି। ମୃତକଙ୍କ ନାଁ ଦେବାନନ୍ଦ ଶର୍ମା (୪୨)। ନାଳ ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ୍ ଥାନାରେ ଅଟକ ରଖିଛି।