ପଥରରେ ଛେଚି ଯୁବକଙ୍କୁ ହତ୍ୟା

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବାଇପାସ୍‌ ରୋଡ୍ ହସ୍‌ପିଟାଲ୍ ପଛ ପଟେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସାମାନ୍ୟ କଳହରୁ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଏକ ଦମ୍ପତି। ମୃତକଙ୍କ ନାଁ ଦେବାନନ୍ଦ ଶର୍ମା (୪୨)। ନାଳ ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ୍ ଥାନାରେ ଅଟକ ରଖିଛି।

kuchinda

kuchinda

Rakesh Mallick
  • Published: Monday, 27 February 2017
  • Updated: 27 February 2017, 10:25 PM IST

Sports

Latest News

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବାଇପାସ୍‌ ରୋଡ୍ ହସ୍‌ପିଟାଲ୍ ପଛ ପଟେ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ସାମାନ୍ୟ କଳହରୁ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଏକ ଦମ୍ପତି। ମୃତକଙ୍କ ନାଁ ଦେବାନନ୍ଦ ଶର୍ମା (୪୨)। ନାଳ ଭିତରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ଅଭିଯୁକ୍ତ ଦମ୍ପତିଙ୍କୁ ପୋଲିସ୍ ଥାନାରେ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos