ସମ୍ବଲପୁର: ମହିଳା ଜଜଙ୍କ ମୃତ୍ୟୁ ଘଟଣା, ଡାକ୍ତରଙ୍କ ନାଁରେ ମାମଲା ରୁଜୁ

ସମ୍ବଲପୁର: ସମ୍ୱଲପୁରରେ ଘରୋଇ ନର୍ସିଂ ହୋମରେ ପ୍ରସବ ପରେ ମହିଳା ଜଜ୍ ଚମ୍ପାବତୀ ହାତୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍  ଆଜି ମୃତଦେହ ବ୍ୟବଚ୍ଛେଦ କରିଥିବା ବେଳେ ଏ ନେଇ ଡିଏମ୍ଇଟିଙ୍କୁ ଭେଟିବ ବୋଲି କହିଛି ଜିଲ୍ଲା ଓକିଲ ସଂଘ। କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସମ୍ୱଲପୁର ଜେଏମ୍ଏଫ୍ସି ଚମ୍ପାବତୀ ହାତୀ? […]

sambulpur

sambulpur

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 05:02 PM IST

Sports

Latest News

sambulpurସମ୍ବଲପୁର: ସମ୍ୱଲପୁରରେ ଘରୋଇ ନର୍ସିଂ ହୋମରେ ପ୍ରସବ ପରେ ମହିଳା ଜଜ୍ ଚମ୍ପାବତୀ ହାତୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍  ଆଜି ମୃତଦେହ ବ୍ୟବଚ୍ଛେଦ କରିଥିବା ବେଳେ ଏ ନେଇ ଡିଏମ୍ଇଟିଙ୍କୁ ଭେଟିବ ବୋଲି କହିଛି ଜିଲ୍ଲା ଓକିଲ ସଂଘ।

କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ସମ୍ୱଲପୁର ଜେଏମ୍ଏଫ୍ସି ଚମ୍ପାବତୀ ହାତୀ? ସିଜରିଆନ୍ ଡେଲିଭରି ବେଳେ ଚିକିତ୍ସାରେ ତ୍ରୁଟି ରହିଲା କି? ଆଜି ବୁର୍ଲାରେ ଏକ ୪ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳ ମୃତଦେହ ବ୍ୟବଚ୍ଛେଦ କରିଛନ୍ତି। ରିପୋର୍ଟ ଆସିବା ପରେ କରାଣ ସ୍ପଷ୍ଟ ହେବ। ମହିଳା ଜଜଙ୍କ ସ୍ୱାମୀ ଅମୂଲ୍ୟ ବାଦିଙ୍କ କହିବା ଅନୁଯାୟୀ, ଡେଲିଭରି ପାଇଁ ଘରୋଇ ନର୍ସିଂହୋମ୍ ଡାକ୍ତର ଅକ୍ଟୋବର ୧୫ ଡେଟ୍ ଦେଇଥିଲେ। କିନ୍ତୁ ପ୍ରସବ ବେଦନା ଆରମ୍ଭ ହୋଇନଥିବା ସତ୍ତ୍ୱେ ଗତକାଲି ତାଙ୍କୁ ଆଡମିଟ୍ କରିବାକୁ କହିଥିଲେ। ସମୟ ପୂର୍ବରୁ ପ୍ରସବ କରାଇବାରୁ ଏମିତି ହେଲା ବୋଲି ସେ ଅଭିଯୋଗ କରିଛନ୍ତି।

ଏ ସଂପର୍କରେ ଅଇଁଠାପାଲି ଥାନାରେ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି ମହିଳା ଜଜଙ୍କ ସ୍ୱାମୀ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଘଟଣା ସଂପର୍କରେ ଅସ୍ତ୍ରୋପଚାର କରିଥିବା ମହିଳା ଡାକ୍ତରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଆଇସିୟୁ ଓ ଭେଣ୍ଟିଲେଟର ନଥିବା ସତ୍ତ୍ୱେ ନର୍ସିଂ ହୋମ୍ ଚାଲିବା ଉପରେ ପ୍ରଶ୍ନ ଉଠାଇଛି ଜିଲ୍ଲା ଓକିଲା ସଂଘ। ଏହି ନର୍ସିଂ ହୋମର ଲାଇସେନ୍ସ ରଦ୍ଦ କରିବାକୁ ସମ୍ୱଲପୁର ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story