ସମ୍ୱଲପୁର: ବିସ୍ଫୋରକ ସାମଗ୍ରୀ ଜବତ, ୨ ଗିରଫ

ସମ୍ୱଲପୁର: ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖି ପରିବହନ କରୁଥିବା ଅଭିଯୋଗରେ ବୁର୍ଲା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଚିପିଲିମା ଅଞ୍ଚଳରୁ ଏକ କାରରେ ୨ ଜଣ ବ୍ୟକ୍ତି ୫ଟି ବସ୍ତାରେ ଅଢ଼େଇ କ୍ୱିଣ୍ଟାଲ ଆମୋନିଅମ୍ ନାଇଟ୍ରେଟ୍, ୩୦ଟି ଡେଟୋନେଟର୍, ୪ ବଣ୍ଡଲ ତାର ନେଇ ଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି। ଏ ନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଛି। ସେମାନେ ମହାନଦୀରୁ ମାଛ […]

sambulapur-giraf

sambulapur-giraf

Rakesh Mallick
  • Published: Friday, 05 February 2016
  • Updated: 05 February 2016, 10:52 AM IST

Sports

Latest News

ସମ୍ୱଲପୁର: ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖି ପରିବହନ କରୁଥିବା ଅଭିଯୋଗରେ ବୁର୍ଲା ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଚିପିଲିମା ଅଞ୍ଚଳରୁ ଏକ କାରରେ ୨ ଜଣ ବ୍ୟକ୍ତି ୫ଟି ବସ୍ତାରେ ଅଢ଼େଇ କ୍ୱିଣ୍ଟାଲ ଆମୋନିଅମ୍ ନାଇଟ୍ରେଟ୍, ୩୦ଟି ଡେଟୋନେଟର୍, ୪ ବଣ୍ଡଲ ତାର ନେଇ ଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି।

ଏ ନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଛି। ସେମାନେ ମହାନଦୀରୁ ମାଛ ମାରିବା ପାଇଁ ଏସବୁ ବିସ୍ଫୋରକ ନେଉଥିଲେ ବୋଲି କହିଥିବା ପୋଲିସ କହିଛି। ମହାନଦୀରେ ବିସ୍ଫୋରକ ବ୍ୟବହାର କରି ମାଛ ମରାଯାଉଥିବା ନେଇ ପୂର୍ବରୁ ସମ୍ୱଲପୁର ଜିଲ୍ଲାପାଳ ଓ ଏସ.ପି.ଙ୍କ ନିକଟରେ ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story