ସୋନପୁର: ଭିଜିଲାନ୍ସ ଜାଲରେ ତହସିଲ୍‌ କିରାଣି

ସୋନ୍‌ପୁର: ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ କିରାଣି କପିଳେନ୍ଦ୍ର ତ୍ରିପାଠୀ। ଏକ ମ୍ୟୁଟେସନ୍‌ କେସ୍‌ ପାଇଁ ଲଳିତ ପଣ୍ଡାଙ୍କଠାରୁ କପିଳେନ୍ଦ୍ର ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଲଳିତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଲଳିତ ଆଜି ଟଙ୍କା ନେଇ କପିଳେନ୍ଦ୍ରଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହ ରସାୟନ ବୋଳା ଟଙ୍କା ଜବତ କରିଥିଲେ।

sonpur

sonpur

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 03:20 PM IST

ସୋନ୍‌ପୁର: ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ କିରାଣି କପିଳେନ୍ଦ୍ର ତ୍ରିପାଠୀ। ଏକ ମ୍ୟୁଟେସନ୍‌ କେସ୍‌ ପାଇଁ ଲଳିତ ପଣ୍ଡାଙ୍କଠାରୁ କପିଳେନ୍ଦ୍ର ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଲଳିତ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ପୂର୍ବ ଯୋଜନା ମୁତାବକ ଲଳିତ ଆଜି ଟଙ୍କା ନେଇ କପିଳେନ୍ଦ୍ରଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବା ସହ ରସାୟନ ବୋଳା ଟଙ୍କା ଜବତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos