ସୁନ୍ଦରଗଡ଼: ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ

ସୁନ୍ଦରଗଡ଼: ସୁନ୍ଦରଗଡ଼ ତଲସରା ଜମୁନା ଗାଁରେ  ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୩୧ ତାରିଖ ସନ୍ଧ୍ୟାରେ ଘର ନିକଟରେ ଖେଳୁଥିବା ବେଳେ ଝିଅଟିକୁ  ଗାଁର ସଞ୍ଜୀବ ମିଞ୍ଜ ନାମକ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଝିଅଟି ପାଟି କରିବା ପରେ ସଞ୍ଜୀବ ଫେରାର ହୋଇଯାଇଥିଲା। ଏନେଇ ଗତକାଲି ପୀଡିତାଙ୍କ ବାପା, ମାଆ ତଳସରୀ ଥାନାରେ  ଲିଖିତ ଅଭିଯୋଗ କରିଥିଲେ। ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ […]

talasaratdana

talasaratdana

Rakesh Mallick
  • Published: Friday, 06 January 2017
  • Updated: 06 January 2017, 01:38 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ତଲସରା ଜମୁନା ଗାଁରେ  ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଗତ ୩୧ ତାରିଖ ସନ୍ଧ୍ୟାରେ ଘର ନିକଟରେ ଖେଳୁଥିବା ବେଳେ ଝିଅଟିକୁ  ଗାଁର ସଞ୍ଜୀବ ମିଞ୍ଜ ନାମକ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଝିଅଟି ପାଟି କରିବା ପରେ ସଞ୍ଜୀବ ଫେରାର ହୋଇଯାଇଥିଲା। ଏନେଇ ଗତକାଲି ପୀଡିତାଙ୍କ ବାପା, ମାଆ ତଳସରୀ ଥାନାରେ  ଲିଖିତ ଅଭିଯୋଗ କରିଥିଲେ। ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ୍‌।  ଶିଶୁକନ୍ୟାଟିର ଡାକ୍ତରୀ ମାଇନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story